Odisha Link
Bridging the Missing Links in Odisha
Daily Archives

August 13, 2021

ଆମ୍ୱୁଲାନ୍ସ ଓ ଟ୍ୟାଙ୍କର ମୁହାଁମୁହିଁ, ୪…

ଗୁଣୁପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅମ୍ବାଦଳା ଥାନା ମଞ୍ଜୁରିକୁପା ନିକଟ ମୁଖ୍ୟରାସ୍ତା ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆମ୍ବୁଲାନ୍ସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଦୂତୀଚାନ୍ଦଙ୍କ ବିରୁଦ୍ଧରେ…

ଭୁବନେଶ୍ବର: ଦୂତୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଏକ ଗଣମାଧ୍ୟମ ସଂସ୍ଥାକୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ନେଇ ଦୂତୀଙ୍କ ବିରୁଦ୍ଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି ରାୟ…

ତୃତୀୟ ଲହର ପାଇଁ ଜିଲ୍ଲାସ୍ତରୀୟ…

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। କେନ୍ଦ୍ର ଗାଇଡ଼ଲାଇନ ଅନୁସାରେ ସଂକ୍ରମିତ ଶିଶୁଙ୍କ ଲାଗି ୬୦୦ ବେଡ଼ ଆବଶ୍ୟକ ପଡିପାରେ। କିନ୍ତୁ ୩୦୦୦ ବେଡ଼ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। କେବଳ ୬୧୦ ରହିଛି ଆଇସିୟୁ ଓ ଏଚଡ଼ିୟୁ…

ବରଗଡ଼ରେ ହେବ କ୍ୟାନସର କେୟାର ସେଣ୍ଟର

ବରଗଡ଼: ବରଗଡ଼ରେ ନିର୍ମାଣ ହେବ କ୍ୟାନସର କେୟାର ସେଣ୍ଟର। ଏଥିସହ ଆରମ୍ଭ ହେବ G+୫ କ୍ୟାନସର ଚିକିତ୍ସା ପ୍ରକ୍ରିୟା। ବରଗଡ଼ର କ୍ୟାନସର କେୟାର ସେଣ୍ଟର ପାଇଁ ୯୦କୋଟି ୨୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ।…

ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: କୋଭିଡ ସମୟରେ ବୁଣାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁ ପ୍ୟାକେଜ ଅଧିନରେ ୩୦୦୦ ବୁଣାକାର ପରିବାରକୁ ପ୍ରାଥମିକତା ଭିତ୍ତିରେ ଗୃହ ସହ କର୍ମଶାଳା ଯୋଗାଇ ଦିଆଯିବ। ଏ ପର୍ଯ୍ୟନ୍ତ ୧୧,୬୯୫ଟି ଗୃହ ସହ କର୍ମଶାଳା ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି।…

ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀଙ୍କୁ…

ଭୁବନେଶ୍ୱର: ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ଟିକଟ ଦେବ ବିଜୁ ଜନତା ଦଳ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ସୂଚନା…

ଭୁବନେଶ୍ବର-ଖୋର୍ଦ୍ଧାରୁ ବିପୁଳ ପରିମାଣର…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଧଳା ଜହର ବ୍ୟବସାୟ। ରାଜ୍ୟରେ ଖୁଲମଖୁଲା ଚାଲିଛି ବ୍ରାଉନ୍ସସୁଗର ବ୍ୟବସାୟ। ପୁଲିସ୍‌ ଯେତେ କାର୍ଯ୍ୟନୁଷ୍ଠାନ ନେଲେ ମଧ୍ୟ ବେପାରେ ରୋକ୍‌ ଲଗାଇବାରେ ବିଫଳ ପୁଲିସ୍। ୨୫୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କଲା କମିଶନରେଟ ପୁଲିସ୍। ବ୍ରାଉନସୁଗାର କାରବାର…

ଘର ଆଗରେ ପରିସ୍ରା କରିବାରୁ, ହତ୍ୟା କଲା…

ନୂଆଦିଲ୍ଲୀ: ଆପଣଙ୍କ ଛାତି ଥରାଇ ଦେବା ଭଳି ଏକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଗୋଟିଏ ଛୋଟିଆ ଘଟଣା ପାଇଁ ଜଣେ ମହିଳାଙ୍କୁ ହତ୍ୟା କଲା ନାବାଳକ। ମୃତ ମହିଳାଙ୍କର ୪ ବର୍ଷର ପିଲାଟି ପଡ଼ୋଶୀଙ୍କ ଘର ଆଗରେ ପରିସ୍ରା କରିବାରୁ ନାବାଳକ ଜଣକ ଘଟାଇଛି ବିଭତ୍ସ ହତ୍ୟାକାଣ୍ଡ। ରାଜଧାନୀ ଦିଲ୍ଲୀର ଅମନ ବିହାରରେ…

ଶନିବାର ପ୍ରକାଶ ପାଇବ +୨ କଳା ପରୀକ୍ଷା…

ଭୁବନେଶ୍ବର: କରୋନା କାଳରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ। ଅଗଷ୍ଟ ୧୪ ତାରିଖରେ ଅର୍ଥାତ୍‌ ଶନିବାର ଦିନ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କଳା ଓ ଧନ୍ଦାମୂଳକ ବିଭାଗରେ ରାଜ୍ୟର ମୋଟ ୨ ଲକ୍ଷ ୨୧…

ଖରସ୍ରୋତା ଆନ୍ଦୋଳନ: ୨୫ ଜଣଙ୍କୁ…

କେନ୍ଦ୍ରାପଡ଼ା: ଗୁରୁବାର ଭଦ୍ରକକୁ ପାଣି ଦେବାକୁ ବିରୋଧ କରି ପୁଲିସ୍‌ ଓ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଖରସ୍ରୋତା ଆନ୍ଦୋଳନ ପରେ ୨୫ ଜଣଙ୍କୁ ଉଠାଇନେଇଛି ପୁଲିସ୍। ରୁଣାଡିହରେ ଗତକାଲିର ଖରସ୍ରୋତା ସଂଗ୍ରାମ ସମିତି କର୍ମକର୍ତ୍ତା ଓ ପୁଲିସ ମଧ୍ୟରେ ଗଣ୍ଡଗୋଳ ପରେ ଘଟଣାସ୍ଥଳରେ ୧୪ ପ୍ଲାଟୁନ…