Odisha Link
Bridging the Missing Links in Odisha
Daily Archives

August 13, 2021

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ପ୍ରବଳ…

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୃର୍ଣ୍ଣିବଳୟ। ପରବର୍ତ୍ତୀ ସମୟରେ ଆସ୍ଥେ ଆସ୍ଥେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ। ଯାହାର ପ୍ରଭାବରେ ଅଗଷ୍ଟ ୧୫ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଲଘୁଚାପ ଜନିତ ବର୍ଷା ହେଲେ ବହୁ ମାତ୍ରାରେ ନିଅଣ୍ଟିଆ ବର୍ଷାକୁ ଭରଣା…

ଆଜି ନାଗ ପଞ୍ଚମୀ: ବର୍ଷକୁ ଥରେ ଖୋଲିଥାଏ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ନାଗ ପଞ୍ଚମୀ। ନାଗ ପଞ୍ଚମୀରେ ନାଗ ସାପ ପୂଜା କରାଯାଏ। ଶ୍ରାବଣ ମାସରେ ପଡୁଥିବା ଏହି ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରାବଣ ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ନାଗ ପଞ୍ଚମୀରେ ଶିବଙ୍କ ସହ ସାପଙ୍କୁ ମଧ୍ୟ ପୂଜା କରାଯାଏ। ବିଶ୍ୱାସ କରାଯାଏ…

ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା,…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ଅନ୍ୟପଟେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ରାଜ୍ୟରେ ୧୧୯୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୭୫୭ କୁ ବୃଦ୍ଧି ପାଇଛି । ଏନେଇ…

ଦିନକରେ ୧୧୯୩ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଅନ୍ୟପଟେ ଉପର ତଳ ହେବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା।ଏସବୁ ମଧ୍ୟରେ ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୧୯୩ ଆକ୍ରାନ୍ତ। ଏଥିମଧ୍ୟରୁ ୬୯୫ ଜଣ କ୍ବାରାଣ୍ଟିନ୍‌ ଚିହ୍ନଟ ହୋଇଥିବା ବେଳେ ୪୯୮ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ…