Odisha Link
Bridging the Missing Links in Odisha
Daily Archives

May 18, 2024

‘କର ବା ମର’ ମ୍ୟାଚ୍‌ରେ…

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ତମ ସଂସ୍କରଣ। ୩ଟି ଦଳ ପ୍ଲେଅଫ୍‌ରେ ନିଜକୁ ସୁରକ୍ଷିତ କରିସାରିଥିବା ବେଳେ ୫ଟି ଦଳ ପ୍ଲେ ଅଫ୍‌ ଦୌଡ଼ରୁ ବାଦ ପଡ଼ିଛନ୍ତି। ଏବେବି ଦୁଇଟି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗସ୍‌ ପ୍ଲେ ଅଫ୍‌ ଦୌଡ଼ରେ ରହିଛନ୍ତି।…

ପୁଣି ଫେରିଲା କରୋନା, ମାସ୍କ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଫେରିଲା ମହାମାରୀ କରୋନା। ସିଙ୍ଗାପୁରରେ କ୍ରମାଗତ ଭାବେ କରୋନା ମାମଲା ବଢ଼ିବାରେ ଲାଗିଛି। ଯାହାଫଳରେ ବିଶ୍ବର ଅନ୍ୟ ଦେଶମାନଙ୍କରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ସିଙ୍ଗାପୁର ସରକାର ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି କରିଛନ୍ତି। ଏଥିସହିତ ସତର୍କ…

‘ଓଡ଼ିଶା ପ୍ରକାଶକ ସଂଘ’ ଗଠିତ, ପୁସ୍ତକ ଓ…

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ପ୍ରକାଶକମାନଙ୍କୁ ନେଇ ଆଜି ଏକ ରାଜ୍ୟସ୍ତରୀୟ ସଂଗଠନ ପ୍ରତିଷ୍ଠା ପାଇଛି। ‘ଓଡ଼ିଶା ପ୍ରକାଶକ ସଂଘ’ ନାମରେ ସ୍ଥାପିତ ଏ ନୂଆ ସଂଘରେ ୭ ଜଣ ପ୍ରମୁଖ ପ୍ରକାଶକ ପ୍ରତିଷ୍ଠାତା ସଦସ୍ୟ ଭାବେ ଯୋଗ ଦେଇଛନ୍ତି। ସେମାନେ ହେଲେ ଅପୂର୍ବା ପ୍ରକାଶନୀର ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ପତି,…

‘କର ବା ମର’ ସ୍ଥିତିରେ…

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ତମ ସଂସ୍କରଣ। ୩ଟି ଦଳ ପ୍ଲେଅଫ୍‌ରେ ନିଜକୁ ସୁରକ୍ଷିତ କରିସାରିଥିବା ବେଳେ ୫ଟି ଦଳ ପ୍ଲେ ଅଫ୍‌ ଦୌଡ଼ରୁ ବାଦ ପଡ଼ିଛନ୍ତି। ଏବେବି ଦୁଇଟି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗସ୍‌ ପ୍ଲେ ଅଫ୍‌ ଦୌଡ଼ରେ ରହିଛନ୍ତି।…

ଭିଡିଓ ଜାରି କରି ବିଜେପି ନେତାଙ୍କୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତି ସରଗରମ। ସବୁବେଳେ ମାପିଚୁପି କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ କିନ୍ତୁ କଡା ଟାର୍ଗେଟ କରିଛନ୍ତି। ମଞ୍ଚରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରୁଥିବା ବେଳେ ଆଜି ଭିଡିଓ ଜାରି କରି ବିଜେପିର ଶୀର୍ଷ ନେତୃତ୍ବଙ୍କୁ ଟାର୍ଗେଟ କରିଛନ୍ତି।…

ଗିରଫ ହେଲେ ଅରବିନ୍ଦ କେଜ୍ରିଓ୍ବାଲଙ୍କ…

ଓଏଲ୍‌ ବ୍ୟୁରୋ: ବେଲ୍‌ରେ ଜେଲ ବାହାରକୁ ଆସିଥିବା ଦିଲ୍ଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହଯୋଗୀ ବୈଭବ କୁମାରଙ୍କୁ ବାନ୍ଧିଲା ପୁଲିସ। କେଜ୍ରିଓ୍ବାଲଙ୍କ ଦଳ ଆମ୍‌ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ ବୈଭବ କୁମାରଙ୍କୁ ଗିରଫ କରିଛି। ଦୁଇ…

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେବେ…

ଭୁବନେଶ୍ବର: ଆଉ ଦିନକ ପରେ ଓଡ଼ିଶାରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ହେଉଛି ନିର୍ବାଚନ ପ୍ରଚାର ପାଇଁ ଶେଷ ଦିନ। ଆଜି ସନ୍ଧ୍ୟା ପରଠୁ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ଆସନ ଗୁଡ଼ିକରେ ପ୍ରଚାର ହୋଇପାରିବ ନାହିଁ। ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ…

ଚିଲିକାରେ କେବଳ ମୁଖ୍ୟମନ୍ତ୍ରୀ ହିଁ ସେତୁ…

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳର ପୋଷ୍ଟର ବୟ ଭି କାର୍ତ୍ତିକ ପାଣ୍ଡିଆନ ସାରା ଓଡ଼ିଶାରେ କରୁଛନ୍ତି ମାରାଥାନ୍‌ ପ୍ରଚାର। ବିଭିନ୍ନ ଜନସଭାକୁ ସମ୍ବୋଧିତ କରି ବିରୋଧୀଙ୍କୁ କରୁଛନ୍ତି କଡ଼ା ଟାର୍ଗେଟ। ଏସବୁ ମଧ୍ୟରେ ଆଜି କୃଷ୍ଣପ୍ରସାଦରେ ଭି କାର୍ତ୍ତିିକ ପାଣ୍ଡିଆନ କରିଛନ୍ତି ଜୋରଦାର ପ୍ରଚାର। ମାଲୁଦ ମେଳଣ…

୨୧ରେ ପୁଣି ଓଡ଼ିଶା ଆସିବେ ଶାହ, କାଲି…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଦେଖିବାକୁ ମିଳୁଛି କଡ଼ା ଟକ୍କର। କାରଣ ବିଜେପିର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି। ଓଡ଼ିଶା ଦଖଲ କରିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରୁଥିବା ବେଳେ ଶାସକ ଦଳ ବିଜୁ…

୨୨ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର,…

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ତାତିରୁ ମିଳିବ ଆଶ୍ୱସ୍ତି। ଆସନ୍ତା ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…