Odisha Link
Bridging the Missing Links in Odisha
Daily Archives

December 25, 2021

ଶେଷ ବଲରେ ବାଜି ମାରିଲା ପାକିସ୍ତାନ

ଦୁବାଇ: ରୋମାଞ୍ଚକରେ ମ୍ୟାଚରେ ହାରିଲା ଟିମ୍‌ ଇଣ୍ଡିଆ। ଅଣ୍ଡର-୧୯ ଏସିଆ କପ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚରେ ପାକ୍‌ ଦଳର ଦମଦାର ବିଜୟ। ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୨୩୭ ରନକରିଥିଲା ଟିମ୍‌ ଇଣ୍ଡିଆ। ଜବାବରେ ଶେଷ ବଲରେ ଚୌକା ମାରି ବିଜୟୀ ହୋଇଛି…

ଜାନୁଆରୀ ୩ରୁ ପିଲାଙ୍କୁ ଟିକା

ନୂଆଦିଲ୍ଲୀ: ବଡ଼ଦିନରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଉଥିବା ଓମିକ୍ରନ୍‌କୁ ନେଇ ଦେଶମାସୀଙ୍କୁ ସତର୍କ କରାଇଛନ୍ତି ପିଏମ୍‌ ମୋଦି। ଜାନୁଆରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଭ୍ୟାକସିନ୍‌ ଦିଆଯିବ ବୋଲି ପିଏମ୍‌ ମୋଦି ବଡ଼ ଘୋଷଣା କରିଛନ୍ତ।…