Odisha Link
Bridging the Missing Links in Odisha
Daily Archives

June 27, 2023

ଲଘୁଚାପ ପ୍ରଭାବ: ଉତ୍ତର ଓଡ଼ିଶାରେ ପ୍ରବଳ…

ଓଏଲ୍‌ ବ୍ୟୁରୋ: ବର୍ଷାରେ ବେହାଲ ହୋଇଛି ଓଡ଼ିଶା। ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ସମ୍ପୂର୍ଣ୍ଣ ଓଡ଼ିଶାକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ସହ ଲଘୁଚାପ ପ୍ରଭାବରେ ସାରା ରାଜ୍ୟର କିଛି ଅଂଚଳରେ ଲଗାଣ ବର୍ଷା ଲାଗିରହିଛି।…

ଦିନିକିଆ ବିଶ୍ବକପ୍‌: ଏହି ୧୨ ସହରରେ…

ଓଏଲ୍‌ ବ୍ୟୁରୋ: ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ୨୦୨୩ ଦିନିକିଆ ବିଶ୍ବକପ୍। ଏଥିପାଇଁ ସମସ୍ତ ପ୍ରସ୍ତୁତି କରୁଛି ବିସିସିଆଇ। ଭାରତରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ମୋଟ ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ।ଏହାବ୍ୟତୀତ…