ବିଶ୍ଵକପ୍ ୨୦୨୩: ନରେନ୍ଦ୍ର ମୋଦି…
ଓଏଲ୍ ବ୍ୟୁରୋ: ଆରମ୍ଭ ହେଲାଣି କାଉଣ୍ଟଡାଉନ୍। ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵକପ୍ ୨୦୨୩। ଚଳିତ ବର୍ଷ ଆଇସିସି ଦିନିକିଆ ବିଶ୍ୱକପ ଭାରତରେ ଆୟୋଜିତ ହେବ। ବିଶ୍ୱକପର ଖେଳସୂଚୀ ବର୍ତ୍ତମାନ ପ୍ରକାଶ ପାଇଛି। ଅକ୍ଟୋବର ୫ରୁ ବିଶ୍ଵକପ ଆରମ୍ଭ ହେବାକୁ ଥିବାବେଳେ ଅକ୍ଟୋବର ୮ରେ ଭାରତ ଆରମ୍ଭ କରିବ…