Odisha Link
Bridging the Missing Links in Odisha

ଫେବ୍ରୁଆରୀ ୨୦ରୁ ହେବ ମାଟ୍ରିକ ପରୀକ୍ଷା, ଘୋଷଣା କଲା ବୋର୍ଡ

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀରେ ହେବ ୨୦୨୩-୨୦୨୪ ଶିକ୍ଷାବର୍ଷ ମାଟ୍ରିକ୍‌ ପରୀକ୍ଷା। ୨୦୨୪ ଫେବ୍ରୁଆରୀ ୨୦ରେ ମାଟ୍ରିକ ପରୀକ୍ଷା ହେବ ବୋଲି ଆଜି ଘୋଷଣା କରିଛି ବୋର୍ଡ। ପରୀକ୍ଷା ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛି ବୋର୍ଡ।

ମାଟ୍ରିକ ପରୀକ୍ଷ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏହି ତାରିଖରୁ ଆରମ୍ଭ ହେବ ବୋଲି ଘୋଷଣା କରିଛି ବୋର୍ଡ । ମାର୍ଚ୍ଚ ୪ ତାରିଖରେ ପରୀକ୍ଷା ସରିବା ପରେ ସେହିମାସ ୧୨ ତାରିଖରୁୂ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ଖାତା ଦେଖା ୧୨ ଦିନ ମଧ୍ୟରେ ଶେଷ କରିବା ପାଇଁ ଧାର୍ଯ୍ୟ କରିଛି ବୋର୍ଡ ।

Leave A Reply

Your email address will not be published.