Odisha Link
Bridging the Missing Links in Odisha
Monthly Archives

July 2023

୧୦ ମାସ ପରେ ଦଳକୁ ଫେରିଲେ, ଆୟର୍ଲାଣ୍ଡ…

ଓଏଲ୍‌ ବ୍ୟୁରୋ: ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ। ୧୦ ମାସ ପରେ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତି ବୁମରା। ଏଥିସହିତ ତାଙ୍କୁ ଆୟର୍ଲାଣ୍ଡ ବିପକ୍ଷ ସିରିଜ ପାଇଁ ଅଧିନାୟକ ଦାୟିତ୍ବ ଦେଇଛି ବିସିସିଆଇ। ସବୁଠୁ ବଡ଼ କଥା ଦଳର ପ୍ରମୁଖ ଖେଳାଳିଙ୍କୁ ଏହି…

ରାୟଗଡ଼ା କଲଭର୍ଟ ଭୁଶୁଡ଼ି ୫ମୃତ୍ୟୁ ଘଟଣା:…

ଓଏଲ୍‌ ବ୍ୟୁରୋ: ଆଜି ସକାଳେ ରାୟଗଡ଼ା କଲ୍ୟାଣସିଂହପୁର ନିକଟରେ ଏକ ନିର୍ମାଣଧିନ କଲଭର୍ଟ ଛାତ ଭୁଶୁଡ଼ିଯିବାରୁ ସକାଳେ ୫ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। ଏହି ଅଭାବନୀୟ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ…

୨୫ ବର୍ଷ ତଳର ମାମଲା: ପୂର୍ବତନ ବିଧାୟକ…

ଓଏଲ୍‌ ବ୍ୟୁରୋ: ପୂର୍ବତନ ବିଧାୟକ ତଥା ସିପିଆଇ ନେତା ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡ। ଆଜି ବ୍ରହ୍ମପୁର ଏଡିଜେ-୩ କୋର୍ଟ ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ୧୯୯୮ ମସିହାରେ ହୋଇଥିବା ପୁଲିସ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଶୁଣାଇ ନାରାୟଙ୍କ ସମେତ ଜଣଙ୍କୁ ଆଜୀବନ…

ପ୍ରକାଶ ପାଇଲା ଓଏଏସ୍‌ ପରୀକ୍ଷା ଫଳ;…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା। ସୁଦେବ କୁମାର ପୃଷ୍ଟି ଓଏଏସ୍‌ ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରାହୀ, ତୃତୀୟରେ ପ୍ରଣବ ରଞ୍ଜନ ସାହୁ ରହିଛନ୍ତି। ଟପ୍‌ -୧୦ ଭିତରେ ୫ ପୁଅ ଓ ୫ ଝିଅ ସ୍ଥାନ ପାଇଛନ୍ତି। ଚଳିତଥର ୧୬୪ ଝିଅଙ୍କ ସହ…

ପରିବାର ଅଦାଲତରେ ଅନୁଭବ-ବର୍ଷା ହାଜର

ଓଏଲ୍‌ ବ୍ୟୁରୋ: କଟକସ୍ଥିତ ପରିବାର ଅଦାଲତରେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଦୁହିଁ ଷ୍ଟାର ଯୋଡ଼ିଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ମାମଲା ତଥା ଛାଡ଼ପତ୍ର ମାମଲାରେ ଆଜି ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଶେଷଥର ପାଇଁ ଆଜି ବର୍ଷାଙ୍କ ବୟାନ ରେକର୍ଡ କରାଯିବ। ଆବେଦନର…

ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଗର୍ଜନ। ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଉଟସୋର୍ସିଂ କର୍ମଚାରୀ ମହାସଂଘ। ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପେନସନ ଲାଗୁ ସହ ଗର୍ଭବତୀ ସମୟରେ ଛୁଟି ଦେବା ଭଳି…

ଏଏସଓ ପରୀକ୍ଷା ମାମଲା: ରିଭ୍ୟୁ ପିଟିସନକୁ…

ଓଏଲ୍‌ ବ୍ୟୁରୋ: ଏଏସଓ ପରୀକ୍ଷାଫଳ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। କୋର୍ଟରେ ଦାଖଲ ହୋଇଥିବା ରିଟ୍‌ ପିଟିସନ ଓ ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି ବିଚାରପତି। ଏପରିକି ପୂର୍ବ ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ପୂର୍ବରୁ ମେଧା ତାଲିକାକୁ ହାଇକୋର୍ଟ ଖାରଜ କରିଥିଲେ। ବିଷୟଭିତ୍ତିକ…

ଭୁଶୁଡ଼ିଲା ନିର୍ମାଣଧୀନ କଲଭର୍ଟ; ୪…

ଓଏଲ୍‌ ବ୍ୟୁରୋ: ରାୟଗଡ଼ା କଲ୍ୟାଣସିଂହପୁର ନିକଟରେ ବଡ଼ ଅଘଟଣ। ଏନ ନିର୍ମାଣଧିନ କଲଭର୍ଟ ଛାତ ଭୁଶୁଡ଼ିଯିବାରୁ ସକାଳେ ୫ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡ଼ିଛି। ଏପରିକି କିଛି ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି। ସୂଚନା ମୁତାବକ, କଲ୍ୟାଣସିଂହପୁର ଉପରସାଜା ନିକଟ ଏକ…

ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅସୁସ୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପେଟରେ ପାଣି ଜମିବା କାରଣରୁ ସେ ଗୁରୁତର ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ତାଙ୍କର ଡାକ୍ତରଖାନାରେ ଡାଏଲିସିସ୍‌ ଚାଲିଛି। ବର୍ତ୍ତମାନ ସୁଦ୍ଧା…

ଚଳନ୍ତା ଟ୍ରେନରେ ଗୁଳିମାଡ଼; ବନ୍ଧା ହେଲେ…

ଓଏଲ୍‌ ବ୍ୟୁରୋ: ଜୟପୁର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ। ଚଳନ୍ତା ଟ୍ରେନ୍‌ରେ ଜଣେ କାର୍ଯ୍ୟରତ ଆରପିଏଫ୍‌ ପୁଲିସ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଯାହାଫଳରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ଜୀବନ ଚାଲିଯାଇଛି। ଆଜି ଭୋର ପ୍ରାୟ ସାଢ଼େ ୫ଟା ସମୟରେ ଏଭଳି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍‌…