Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଧକ୍କାରେ ଚାଲିଗଲା ସ୍କୁଟି ଆରୋହୀଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ବାଣୀବିହାର ରେଳ ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଟ୍ରକ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ସହିଦନଗର ଓ ମଞ୍ଚେଶ୍ବର ପୁଲିସ ଛାନଭିନ କରିଛନ୍ତି। ଟ୍ରକକୁ ଧରିବା ପାଇଁ ପୁଲିସ ଛାନବିନ୍ କରିଛି।

Leave A Reply

Your email address will not be published.