Odisha Link
Bridging the Missing Links in Odisha

ଏଣିକି ଶ୍ରୀଲଙ୍କା ଓ ମରିସସ୍‌ରେ ଉପଲବ୍ଧ ହେବ ୟୁପିଆଇ ସେବା; ଶୁଭାରମ୍ଭ କଲେ ମୋଦି

ଓଏଲ୍‌ ବ୍ୟୁରୋ: ଏଣିକି ଶ୍ରୀଲଙ୍କା ଓ ମରିସସ୍‌ରେ ୟୁପିଆଇ ସେବା ଉପଲବ୍ଧ ହେବ। ଶ୍ରୀଲଙ୍କା ଓ ମରିସସ୍‌ରେ ୟୁପିଆଇ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ଏହା ସହ ମରିସସ୍‌ରେ ରୁପେ କାର୍ଡ ସେବାର ଶୁଭାରମ୍ଭ କରାଯାଇଛି। ଏହି ୨ଦେଶରେ ୟୁପିଆଇରେ ପେମେଣ୍ଟ କରିପାରିବେ ଭାରତୀୟ। ମରିସସ୍‌ ଓ ଶ୍ରୀଲଙ୍କାବାସୀ ଭାରତ ଆସିଲେ ୟୁପିଆଇ ପେମେଣ୍ଟ କରିପାରିବେ।୨୦୨୩ରେ ୟୁପିଆଇ ଦ୍ୱାରା ୧୦ ହଜାର କୋଟି ଟ୍ରାନଜାକ୍ସନ ହୋଇଛି।

Leave A Reply

Your email address will not be published.