Odisha Link
Bridging the Missing Links in Odisha

‘ଗଡ଼’ ରକ୍ଷା କଲେ ଅରୁଣ, ନୟାଗଡ଼ରେ ପ୍ରତ୍ୟୁଷାଙ୍କୁ ୩୯୬ ଭୋଟରେ ହରାଇଲେ

ଓଏଲ୍‌ ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ନୟାଗଡ଼ ବିଧାନସଭା ଆସନରେ ବିଜୟ ଲାଭ କରିଛନ୍ତି ବିଧାୟକ ଅରୁଣ ସାହୁ। ଲଗାତାର ୫ମ ଥର ପାଇଁ ନୟାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ଅରୁଣ ସାହୁ। ସେ ବିଜେପି ପ୍ରାର୍ଥିନୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କୁ ୩୯୬ ଭୋଟରେ ପରାଜିତ କରିଛନ୍ତି।