Odisha Link
Bridging the Missing Links in Odisha
Browsing Tag

Arun Sahoo

ବିଧାୟକ ଅରୁଣଙ୍କ ପାଇଁ ଜାତୀୟ ସଂଗୀତକୁ…

ନୟାଗଡ଼ : ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ବିଧାୟକ ଡ. ଅରୁଣ ସାହୁଙ୍କ ପାଇଁ ଜାତୀୟ ସଂଗୀତକୁ ଅବମାନନା କରାଯାଇଛି। ସେ ପ୍ରସ୍ତୁତ ନଥିବାରୁ ଜାତୀୟ ସଂଗୀତ ମଝିରୁ ବନ୍ଦ କରି ପୁନର୍ବାର ପରିବେଷଣ କରାଯାଇଛି। ସ୍ଥାନୀୟ ନୟାଗଡ଼ ଖେଳ ପଡ଼ିଆର ଉଦଘାଟନ ଉତ୍ସବରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।…

ଓଡ଼ିଶା ୧ ନମ୍ବର, ରାଜ୍ୟରେ ୭୯ଟି ଶୀତଳ…

ଓଏଲ୍‌ ବ୍ୟୁରୋ: କରୋନା କାଳରେ ରାଜ୍ୟରେ ବଢ଼ିଛି କୃଷୀ ଉତ୍ପାଦନ। ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଏଥିସହିତ ସମଗ୍ର ଦେଶରେ ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡ଼ିଶା ୧ ନମ୍ବର ରାଜ୍ୟ ହୋଇଛି। ସେହିପରି ବାଇଗଣ ଉତ୍ପାଦନରେ ଓଡ଼ିଶାରେ ଦୁଇ ନମ୍ବରରେ ରହିଛି। ସେହିପରି ଚାଉଳ…

ପରିବେଶକୁ ସ୍ବଚ୍ଛ ରଖିବା ଦିଗରେ…

ଭୁବନେଶ୍ବର: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଅନ୍ୟ ପଟେ ଦ୍ରୁତ ଗତିରେ ପ୍ରଦୂଷିତ ହେବାରେ ଲାଗିଛି ଆମ ପରିବେଶ। ପରିବେଶ ପ୍ରଦୂଷିତ ହେବା ଦ୍ୱାରା ଜନସାଧାରଣ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ…

ନୟାଗଡ଼ବାସୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ

ନୟାଗଡ଼: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ଼। ଭର୍ଚୁଆଲ ମୋଡ଼ରେ ନୟାଗଡ଼ ଜିଲ୍ଲାରେ ବିଏସ୍‌କେଓ୍ବାଇ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ନୟାଗଡ଼ବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ…

ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦାୟିତ୍ବ ନେବେ…

ଭୁବନେଶ୍ବର: ଶେଷ ହେଲା ୟୁଜି/ ପିଜି ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା। ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ବୈଠକ ଶେଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ଯେ, ଛାତ୍ରଛାତ୍ରୀ ମାନେ କିଭଳି ପରୀକ୍ଷା ଦେବେ ସେ ଦାୟିତ୍ୱ…

ଚଳିତବର୍ଷ ହୋଇପାରେ ୟୁଜି-ପିଜି ପରୀକ୍ଷା,…

ଭୁବନେଶ୍ବର: ଚଳିତବର୍ଷ ହେବ ୟୁଜି ପିଜି ପରୀକ୍ଷା। କୁଳପତି ବୈଠକ ଶେଷ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଦେଇଛନ୍ତି ସୂଚନା। ‘ବିଳମ୍ବରେ ହେଲେ ବି UG/PG ପରୀକ୍ଷା ହେବ, ପାଠପଢ଼ା ଗୁରୁତ୍ବପୂର୍ଣ୍ଣ, ତେଣୁ ପରୀକ୍ଷା ହେବା ଉଚିତ। କୁଳପତିମାନେ କିଛି ଦିନର ସମୟ ନେଇଛନ୍ତି। ଆସନ୍ତା ୧୮ ତାରିଖରେ ଚୂଡ଼ାନ୍ତ…

କେନ୍ଦ୍ରକୁ କୃଷିମନ୍ତ୍ରୀ ଅରୁଣଙ୍କ ଚିଠି,…

ଭୁବନେଶ୍ବର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି କଲେ ଓଡ଼ିଶା ସରକାର। ଏନେଇ ଆଜି କୃଷି ମନ୍ତ୍ରୀ ଅରୁଣ ସାହୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ,…

ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ କୃଷି…

ପୁରୀ: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ପହଁଞ୍ଚିବା ପରେ ପୁରୀ ହେଲିପ୍ୟାଡରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱାଗତ କରିଥିଲେ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ।…

ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ:…

ଭୁବନେଶ୍ବର: ଆଜି ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ନିଜ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି। ମୁଁ ଗଭୀର ମର୍ମାହତ। ହିଂସାକୁ ମୁଁ ବିରୋଧ କରେ। କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି। ଯିଏ ବି ଏହି ଘଟଣା ପଛରେ ଜଡ଼ିତ ଥାଆନ୍ତୁ, କାର୍ଯ୍ୟାନୁଷ୍ଠାନ ହେଉ।

ଗାଇଡଲାଇନ୍ ଅନୁଯାୟୀ କ୍ୟାମ୍ପସ ଖୋଲାଯିବ:…

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ। କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ବିଳମ୍ବରେ ହେଲେ ବି ବିଶ୍ୱବିଦ୍ୟାଳୟ ପରୀକ୍ଷା ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ…