Odisha Link
Bridging the Missing Links in Odisha

ବରୀ ଆସନରେ ବିଜେଡିର ବଡ଼ ବିଜୟ, ବାଜି ମାରିଲେ ବିଶ୍ୱରଞ୍ଜନ

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ଆସିଲା ଓଡ଼ିଶା ଜନାଦେଶ। ବରୀ ଆସନରୁ ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ବଡ଼ ବିଜୟ ହାସଲ କରିଛନ୍ତି। ବିଜେପି ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନାଙ୍କ ଠାରୁ ବଡ଼ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ବାଜି ମାରିଥିବା ସୂଚନା ରହିଛି।