Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବଦଳିବ ସରକାରୀ ଆବାସିକ ବିଦ୍ୟାଳୟର ନାମ

ଓଏଲ୍‌ ବ୍ୟୁରୋ: କର୍ଣ୍ଣାଟକର ସମସ୍ତ ସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକର ନାମ ପରିବର୍ତ୍ତନ ହେବ। ମହର୍ଷି ବାଲ୍ମୀକିଙ୍କ ନାମରେ ନାମିତ ହେବ କର୍ଣ୍ଣାଟକର ସମସ୍ତ ସରକାରୀ ଆବାସିକ ବିଦ୍ୟାଳୟ। ଏହା ସହ ରାଇଚୁର ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ମଧ୍ୟ କରାଯିବ। ରାଇଚୁର ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଇ ମହର୍ଷି ବାଲ୍ମୀକି ବିଶ୍ୱବିଦ୍ୟାଳୟ ରଖାଯିବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି।