Odisha Link
Bridging the Missing Links in Odisha

ଓଲଟିଲା ଯାତ୍ରୀବାହୀ ବସ୍: ୨୫ରୁ ଅଧିକ ଆହତ

ଓଏଲ୍‌ ବ୍ୟୁରୋ: ନୟାଗଡ଼ ସୋରଡ଼ା ନିକଟରେ ବସ୍ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଭୁବନେଶ୍ୱର ଆସୁଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଛି। ୫୭ ନମ୍ବର ଏନଏଚ ସୋରଡା ନିକଟରେ ଘଟିଛି ଦୁର୍ଘଟଣା। ଘଟଣାରେ ୨୫ ଜଣ ଆହତ ହୋଇଥିବାବେଳେ ଗୁରୁତର ଥିବା ୪ଜଣ ଯାତ୍ରୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ସୂଚନା ରହିଛି।