Odisha Link
Bridging the Missing Links in Odisha

‘ପ୍ରଶ୍ନ ସଂକ୍ଷିପ୍ତ କର, ଅନ୍ୟ ସଦସ୍ୟଙ୍କୁ ସୁଯୋଗ ଦିଅ’

ଓଏଲ୍‌ ବ୍ୟୁରୋ: ବିଧାନସଭାର ଶୀତ ଅଧିବେଶନ ଜାରି ରହିଛି। ବିଭିନ୍ନ ବିଭାଗର ପ୍ରଶ୍ନ ଉତ୍ତର ଜାରି ରହିଥିବାବେଳେ ଦୀର୍ଘ ପ୍ରଶ୍ନକୁ ନେଇ ହଟ୍ଟଗୋଳ ଦେଖାଦେଇଛି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଦୀର୍ଘ ପ୍ରଶ୍ନ ଯୋଗୁଁ ଅନ୍ୟ ସଦସ୍ୟ ସୁଯୋଗ ପାଉନାହାନ୍ତି। ଗୃହରେ ପ୍ରଶ୍ନ ସଂକ୍ଷିପ୍ତ କରି ପଚାରନ୍ତୁ। ଦୀର୍ଘ ପ୍ରଶ୍ନ ଯୋଗୁଁ ଅନ୍ୟ ସଦସ୍ୟ ସୁଯୋଗ ପାଉନଥିବାରୁ ଗୃହରେ ପ୍ରଶ୍ନ ସଂକ୍ଷିପ୍ତ କରିବାକୁ ରାଜସ୍ବ ମନ୍ତ୍ରୀ କହିଛନ୍ତି।