ଓଡ଼ିଶାରେ ୧ କୋଟି ସୁଭଦ୍ରା, ଟ୍ୱିଟ୍ କରି…
ଓଏଲ୍ ବ୍ୟୁରୋ: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆକାଉଣ୍ଟକୁ ଆସିଲା ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ପାଖାପାଖି ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଥିବା ନେଇ ପ୍ରାଥମିକ ଭାବରେ ସୂଚନା ମିଳିଛି। ଦିନ ୧୨.୩୦ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା…