Odisha Link
Bridging the Missing Links in Odisha
Daily Archives

May 1, 2025

ଜାତି ଜନଗଣନା କ’ଣ? ଯାହାକୁ ନେଇ…

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତି ଜନଗଣନା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ତେବେ ଏହି ଜାତି…

ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା,…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ପବିତ୍ର ଅକ୍ଷୟ ତୃତୀୟ ଦିନ ରଥ ଖଳାରେ ରଥ ନିର୍ମାଣ ନେଇ ଅନୁକୂଳ ହୋଇଥିବା ବେଳେ ଆଜି ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି। ପରମ୍ପରା ଅନୁସାରେ ଅନୁକୂଳ ନୀତି ପରେ ଆଜି ପ୍ରଥମ ଦିନରେ ରଥ ନିର୍ମାଣ ପାଇଁ ଭୋଇ ସେବକ ମାନେ ପ୍ରଥମେ…

ବଢ଼ିଲା ଭାରତ ଛାଡ଼ିବା ସମୟସୀମା,…

ଓଏଲ୍‌ ବ୍ୟୁରୋ: ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି। ବଢ଼ିଲା ଭାରତ ଛାଡ଼ିବାର ସମୟ ସୀମା। ଖୋଲା ରହିବ ଅଟ୍ଟାରୀ ସୀମା। ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ…

ଶୃଙ୍ଖଳିତ ରଥଯାତ୍ରା ସମାପନ ପାଇଁ ପୁରୀରେ…

ଓଏଲ୍‌ ବ୍ୟୁରୋ: ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ ନେଇ ଗୁରୁତ୍ବପୂର୍ଣ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ରାଞ୍ଚଳ ରାଜସ୍ବ ଆଯୁକ୍ତ ବି. ପରମେଶ୍ୱରଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ସ୍ଥାନୀୟ ଟାଉନ ହଲ ପରିସରରେ ଆରମ୍ଭ ହେଉଚି। ପ୍ରଶାସନିକ ସ୍ଥରରେ ଏହି ବୈଠକ…

ମେ’ ପହିଲାରୁ କମିଲା ଏଲ୍‌ପିଜି…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ମଇ ମାସ। ଆଉ ମାସ ଆରମ୍ଭରୁ ଜନସାଧାରଣଙ୍କ ପାଇଁ ଆସିଲା ଖୁସି ଖବର। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ଶସ୍ତା ହୋଇଛି। କେବଳ କମର୍ସିଆଲ୍‌ ସିଲିଣ୍ଡର ଦର ହ୍ରାସ ପାଇଛି।…

ବଢ଼ିଲା ଅମୁଲ କ୍ଷୀର ଦାମ୍, ଏବେ ଦେବାକୁ…

ଓଏଲ୍‌ ବ୍ୟୁରୋ: ସାଧାରଣ ଲୋକଙ୍କୁ ଶକ୍ତ ଝଟକା। ପୁଣିଥରେ ବଢ଼ିଲା କ୍ଷୀର ଦାମ। ଏଣିକି କ୍ଷୀର ପିଇବା ଆହୁରି ମହଙ୍ଗା ହୋଇଯିବ। ମଦର ଡାଏରି ପରେ ଏବେ ଅମୁଲ ମଧ୍ୟ କ୍ଷୀର ପ୍ୟାକେଟର ଦାମ୍ ବଢ଼ାଇଛି। ଅମୁଲ ଏବେ ଦୁଗ୍ଧ ଲିଟର ପିଛା ୨ ଟଙ୍କା ବଢ଼ାଇ ଦେଇଛି। ଅମୁଲ କ୍ଷୀରର ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ।…

ପହଲଗାମ୍‌ ଆକ୍ରମଣ ମାମଲା: ଆଜି…

ଓଏଲ୍‌ ବ୍ୟୁରୋ: ପହଲଗାମ୍‌ ଆକ୍ରମଣ ମାମଲାରେ ଆଜି ଆତଙ୍କବାଦୀ ଆକ୍ରମଣ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ମାମଲାରେ ଏକ ବିଚାରପତି ଆୟୋଗ ଗଠନ କରିବା ସହ କଶ୍ମୀରରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏବଂ ଜମ୍ମୁ ଓ କାଶ୍ମୀର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ…

ଏଟିଏମ୍ ପାଇଁ ନୂଆ ନିୟମ, ଟଙ୍କା ଉଠାଇବା…

ଓଏଲ୍‌ ବ୍ୟୁରୋ: ମେ’ ପହିଲାରୁ ଗ୍ରାହକଙ୍କୁ ଝଟ୍‌କା। ଏଣିକି ଏଟିଏମ୍‌ରୁ ଟଙ୍କା ଉଠାଇଲେ ବି ଦେବାକୁ ପଡିବ ଅଧିକ ଚାର୍ଜ। ମେ’ ୧ରୁ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ବିଜ୍ଞପ୍ତି ଜାରି କରି ଇଣ୍ଟର୍‌ଚେଞ୍ଜ…

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ,…

ଓଏଲ୍‌ ବ୍ୟୁରୋ: ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ହୋଇଛି। ଲୁଣି କୁମ୍ଭୀରଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଜନନ ଋତୁ ଯୋଗୁ ମେ’୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଭିତରକନିକା ବନ୍ଦ ରହୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକ ମାନେ ଭିତରକନିକା ବୁଲି…

ଶ୍ରମିକଙ୍କ ସମ୍ମାନ ପାଇଁ ଦିନଟିଏ:…

ଓଏଲ୍‌ ବ୍ୟୁରୋ: ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ। ମେ’ ୧କୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଆଜିର ଦିନରେ ଶ୍ରମିକଙ୍କ ଦୈନିକ କାର୍ଯ୍ୟ ଅବଧି ୮ ଘଣ୍ଟା ରଖାଯାଇଥିଲା। ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ପୂର୍ବରୁ ଶ୍ରମିକମାନଙ୍କ କାମ କରିବାର କିଛି ସଠିକ…