Odisha Link
Bridging the Missing Links in Odisha
Daily Archives

May 1, 2025

ଏଟିଏମ୍ ପାଇଁ ନୂଆ ନିୟମ, ଟଙ୍କା ଉଠାଇବା…

ଓଏଲ୍‌ ବ୍ୟୁରୋ: ମେ’ ପହିଲାରୁ ଗ୍ରାହକଙ୍କୁ ଝଟ୍‌କା। ଏଣିକି ଏଟିଏମ୍‌ରୁ ଟଙ୍କା ଉଠାଇଲେ ବି ଦେବାକୁ ପଡିବ ଅଧିକ ଚାର୍ଜ। ମେ’ ୧ରୁ ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ବିଜ୍ଞପ୍ତି ଜାରି କରି ଇଣ୍ଟର୍‌ଚେଞ୍ଜ…

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ,…

ଓଏଲ୍‌ ବ୍ୟୁରୋ: ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ହୋଇଛି। ଲୁଣି କୁମ୍ଭୀରଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଜନନ ଋତୁ ଯୋଗୁ ମେ’୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଭିତରକନିକା ବନ୍ଦ ରହୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକ ମାନେ ଭିତରକନିକା ବୁଲି…

ଶ୍ରମିକଙ୍କ ସମ୍ମାନ ପାଇଁ ଦିନଟିଏ:…

ଓଏଲ୍‌ ବ୍ୟୁରୋ: ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ। ମେ’ ୧କୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଆଜିର ଦିନରେ ଶ୍ରମିକଙ୍କ ଦୈନିକ କାର୍ଯ୍ୟ ଅବଧି ୮ ଘଣ୍ଟା ରଖାଯାଇଥିଲା। ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ପୂର୍ବରୁ ଶ୍ରମିକମାନଙ୍କ କାମ କରିବାର କିଛି ସଠିକ…