Odisha Link
Bridging the Missing Links in Odisha
Daily Archives

May 29, 2025

ମହାପ୍ରଭୁଙ୍କ ଦର୍ଶନ କେନ୍ଦ୍ର…

ଓଏଲ୍‌ ବ୍ୟୁରୋ: ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ। ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ପରେ ସଡ଼କ ପଥରେ ପୁରୀ ଯାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ। ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହା ପରେ ସେ…

ଶାରୀରିକ ପରୀକ୍ଷା ବେଳେ ଟଳିପଡ଼ିଲେ…

ଓଏଲ୍‌ ବ୍ୟୁରୋ: ଗୃହରକ୍ଷୀ ପଦବୀ ପାଇଁ ଶାରୀରିକ ପରୀକ୍ଷା ସମୟରେ ଟଳିପଡ଼ିଲେ ଜଣେ ଯୁବକ। ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତକ ଗଜପତି ଜିଲ୍ଲା ରାମଗିରି ଥାନା ପରିସଲ ଗ୍ରାମର…

ଏଣିକି ବୟସ ୪୨ ହେଲେ ବି କରିପାରିବେ…

ଓଏଲ୍‌ ବ୍ୟୁରୋ: ଗତକାଲି ନୂଆ ଢାଞ୍ଚାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବଙ୍କ ବ୍ୟତୀତ କୌଣସି ସଚିବ କ୍ୟାବିନେଟ ବୈଠକରେ ବସିନଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୫ ବଡ଼ ନିଷ୍ପତ୍ତି ନିଆଯାଇଛି। ଏନେଇ ଗତକାଲି ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼…