Odisha Link
Bridging the Missing Links in Odisha
Daily Archives

May 30, 2025

ବନ୍ଧା ହେଲେ ED ଡେପୁଟି ଡାଇରେକ୍ଟର,…

ଓଏଲ୍‌ ବ୍ୟୁରୋ: ଇଡିର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ବାନ୍ଧିଲା CBI। ଢେଙ୍କାନାଳର ଜଣେ ବ୍ୟବସାୟୀ ରତିକାନ୍ତ ରାଉତ ଜିନୁଙ୍କ ଠାରୁ ଲାଞ୍ଜ ନେବା ବେଳେ Ed ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି CBI। ଏକ ମାମଲାକୁ ରଫାଦଫା କରିବାକୁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା।…

ସିକ୍କିମ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ…

ଓଏଲ୍‌ ବ୍ୟୁରୋ: ସିକ୍କିମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ପ୍ରାଣହାନୀ ଘଟିଥିବା ନେଇ ସୂଚନା ରହିଛି। ୧୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଗାଡ଼ି (SK03J650) ଗତକାଲି ଗୁରୁବାର ଉତ୍ତର ସିକ୍କିମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚୁଙ୍ଗଥାଙ୍ଗ-ମୁନସିଥାଙ୍ଗ ମଧ୍ୟରେ ପ୍ରାୟ ୧ ହଜାର ଫୁଟ…

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ବିସ୍ଫୋରକ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ବିସ୍ଫୋରକ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ବାଙ୍କୋ ଖଣିରୁ ବାରୁଦ ଲୁଟ୍‌ ଘଟଣା ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସର ନିଦ ହଜାଇ ଦେଇଛି। ଏହି ଘଟଣା ପରେ ଉଭୟ ରାଜ୍ୟର ସୁରକ୍ଷାବଳ ସୀମାନ୍ତ ଜଙ୍ଗଲରେ କମ୍ବିଂ ଅଭିଯାନକୁ ଜୋରଦାର କରିଛନ୍ତି। ବିସ୍ଫୋରକ ଲୁଟ୍‌ ତଦନ୍ତ…

ସଜେଇ ହୋଇଛି ଏକାମ୍ର କ୍ଷେତ୍ର, ପ୍ରଭୁ…

ଓଏଲ୍‌ ବ୍ୟୁରୋ: ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପବିତ୍ର ଶୀତଳ ଷଷ୍ଠୀ ତଥା ମହାଦେବଙ୍କ ବିବାହ ଉତ୍ସବ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ରଙ୍ଗୀନ ଲିଚୁ ଲାଇଟ୍, ବଡ଼ ବଡ଼ ତୋରଣ ସହ ଆଲୋକ ମାଳାରେ ସଜେଇ ହୋଇଛି ଏକାମ୍ର କ୍ଷେତ୍ର। ଚଣ୍ଡୀ ଚାମୁଣ୍ଡାଙ୍କ ସହ…

ପରଲୋକରେ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ। କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବା କାରଣରୁ ଚିକିତ୍ସା ଜାରି ରହିଥିଲା। ଗତକାଲି ଅଧିକ ଗୁରୁତର ହେବାରୁ ତାଙ୍କୁ…