Odisha Link
Bridging the Missing Links in Odisha

ଲୋକସଭା ବାଚସ୍ପତି ନିର୍ବାଚନ: ଓମ୍‌ ବିର୍ଲା ଏନଡିଏ ପ୍ରାର୍ଥୀ, ଆଉ କିଛି ସମୟ ପରେ ଭରିବେ ନାମାଙ୍କନ

ଓଏଲ୍‌ ବ୍ୟୁରୋ: ଆସନ୍ତା ଜୁନ୍ ୨୬ ତାରିଖରେ ହେବାକୁ ଯାଉଛି ଲୋକସଭା ବାଚସ୍ପତି ନିର୍ବାଚନ। ଯେଉଁଥିପାଇଁ ଏବେଠୁ ଆରମ୍ଭ ହେଇଯାଇଛି ଚର୍ଚ୍ଚା ଆଲୋଚନା। ଏସବୁ ମଧ୍ୟରେ ବାଚସ୍ପତି ନିର୍ବାଚନ ପାଇଁ ଆଜି ଏନଡିଏ ତାର ପ୍ରାର୍ଥୀ ଘୋଷଣା କରିଛି। ଓମ୍‌ ବିର୍ଲାଙ୍କ ନାମ ଘୋଷଣା କରିଛି ଏନଡିଏ।