Odisha Link
Bridging the Missing Links in Odisha

କୋରାପୁଟ ଗସ୍ତରେ ଡିଜିପି, ମାଓ ଦମନ ନେଇ ଆଲୋଚନା ଜାରି

ଓଏଲ୍ ବ୍ୟୁରୋ: କୋରାପୁଟ ଗସ୍ତରେ ଡିଜିପି ୱା.ବି ଖୁରାନିଆ। କୋରାପୁଟ ଗସ୍ତରେ ଯାଇ ଡିଜିପି ୱା.ବି ଖୁରାନିଆ ବିଏସଏଫ୍‌ କ୍ୟାମ୍ପରେ ଆଲୋଚନା କରିବା ପରେ ଏସ୍‌ଓଜି କ୍ୟାମ୍ପରେ ଆଲୋଚନା କରିଛନ୍ତି। ମାଓ ଦମନ, ନିଶା କାରବାରକୁ ରୋକିବା ନେଇ ଆଲୋଚନା ହୋଇଛି। ଏହା ପରେ ଡିଜିପି ୱା.ବି ଖୁରାନିଆ କୋରାପୁଟ ଏସପି, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିବେ।