Odisha Link
Bridging the Missing Links in Odisha

ବଜେଟ୍‌ ୨୦୨୫ ଉପସ୍ଥାପନା କରୁଛନ୍ତି ନିର୍ମଳା, ବିରୋଧୀଙ୍କ ନାରାବାଜି

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ମୋଦି ସରକାରଙ୍କ ୩.୦ ପାଳିର ପ୍ରଥମ ବଜେଟ୍‌ ଉପସ୍ଥାପନା। ୮ମ ଥର ପାଇଁ ବଜେଟ ଉପସ୍ଥାପନା କରୁଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା ଆରମ୍ଭ କରିିଥିବା ବେଳେ ବିରୋଧି ଗୃହରେ ନାରାବାଜି କରୁଥିବାର ଦେଖିବାକୁ ମିଳିଛି।