Odisha Link
Bridging the Missing Links in Odisha

ଧାନ ମଣ୍ଡି ବୁଲିବେ ସଚିବ, ସୂଚନା ଦେଲେ ସମବାୟ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଧାନ ସଂଗ୍ରହରେ ସ୍ୱଚ୍ଛତା ଆଣିବାକୁ ସଚିବଙ୍କୁ ମଣ୍ଡି ବୁଲିବାକୁ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନିର୍ଦ୍ଦେଶ ଦେଇଛନ୍ତି। ସଚିବମାନେ ମଣ୍ଡି ବୁଲି ବ୍ୟବସ୍ଥା ଅନୁଧ୍ୟାନ କରିବେ। ଧାନ କିଣାରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ପଦକ୍ଷେପ ନେଉଛୁ। ଯେଭଳି ସମସ୍ୟା ହେବନି ମଣ୍ଡିଗୁଡ଼ିକରେ କ୍ୟାମେରା ଲାଗିଛି। ଠିକ୍ ଚାଷୀ ପଞ୍ଜୀକରଣ କରିଛନ୍ତି କି ନାହିଁ, ସାଟେଲାଇଟ୍ ସର୍ଭେ କରୁଛୁ ବୋଲି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି।