ବିବାଦରେ ଦୀଘା ଜଗନ୍ନାଥ ମନ୍ଦିର: ବଡ଼…
ଓଏଲ୍ ବ୍ୟୁରୋ: ପଶ୍ଚିମବଙ୍ଗ ଦୀଘାରେ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ଭଳି ମନ୍ଦିର ତିଆରି ହୋଇଛି। ଅକ୍ଷୟ ତୃତୀୟାରେ ଏହାର ଉଦଘାଟନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିରର ଉଦଘାଟନ ହୋଇଛି। ହେଲେ ଦୀଘାରେ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ଭଳି…