Odisha Link
Bridging the Missing Links in Odisha
Browsing Category

ଜାତୀୟ

ପହଲଗାମ୍‌ରେ ଗୃହମନ୍ତ୍ରୀ ଅମିତ ଶାହ, ମୃତ…

ଓଏଲ୍‌ ବ୍ୟୁରୋ: ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିବର୍ଷା କରିବା ପରେ ଘଟଣାସ୍ଥଳରେ ହୃଦୟ ବିଦାରକ ସ୍ଥିତି ଦେଖିବାକୁ ମିଳିଥିଲା। ୨୬ଜଣଙ୍କ ମୃତ୍ୟୁ ପରେ ମୃତ ପର୍ଯ୍ୟଟକଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପହଲଗାମରେ ଆକ୍ରମଣ ପରେ ସାହାଯ୍ୟ…

ପହଲଗାମରେ ଆତଙ୍କୀ ହମ୍‌ଲା:…

ଓଏଲ୍‌ ବ୍ୟୁରୋ: ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର। ସାଉଦି ଆରବ ଗସ୍ତ ଅଧାରୁ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି ମୋଦି। ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ ପିଏମ୍ ମୋଦି। ଆସନ୍ତାକାଲି…

ଜମ୍ମୁ-କଶ୍ମୀରରେ ଗୁଳିବିନିମୟ:…

ଓଏଲ୍‌ ବ୍ୟୁରୋ: ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର।ଜମ୍ମୁ-କାଶ୍ମୀର ବାରମୁଲାରେ ସେନା-ଆତଙ୍କୀ ଗୁଳି ବିନିମୟ ଆରମ୍ଭ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ। ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡକଲେ ସୁରକ୍ଷାକର୍ମୀ। ବିପୁଳ…

ଜମ୍ମୁ କଶ୍ମୀର ଆତଙ୍କୀ ଆକ୍ରମଣ: ଶ୍ରୀନଗର…

ଓଏଲ୍‌ ବ୍ୟୁରୋ: ଜମ୍ମୁ କଶ୍ମୀର ପହଲଗାମ ନିକଟରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ। ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ସୂଚନା ରହିଛି। ଏଥିରେ ଦୁଇ ଜଣ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଆହତଙ୍କ ମଧ୍ୟରେ ତିନି ଜଣ ସ୍ଥାନୀୟ ନାଗରିକ ଅଛନ୍ତି।…

ଜମ୍ମୁ କଶ୍ମୀର ଆତଙ୍କୀ ଆକ୍ରମଣ: ଜଣେ…

ଓଏଲ୍‌ ବ୍ୟୁରୋ: ଜମ୍ମୁ କଶ୍ମୀର ପହଲଗାମ ନିକଟରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ। ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ସୂଚନା ରହିଛି। ଏଥିରେ ଦୁଇ ଜଣ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଆହତଙ୍କ ମଧ୍ୟରେ ତିନି ଜଣ ସ୍ଥାନୀୟ ନାଗରିକ ଅଛନ୍ତି।…

ପ୍ରକାଶ ପାଇଲା UPSC ରେଜଲ୍ଟ: ବାଜି…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ରେଜଲ୍ଟ-୨୦୨୪। ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ହର୍ଷିତା ଗୋୟଲ ରହିଛନ୍ତି। ସେହିପରି ଡୋଙ୍ଗ୍‌ରେ ଅର୍ଚିତ ପରାଗ ୩ୟ ସ୍ଥାନରେ ଥିବା ବେଳେ ଶାହ ମାର୍ଗି ଚିରାଗ ୪ର୍ଥ ସ୍ଥାନରେ ରହିଛନ୍ତି। ଆକାଶ ଗର୍ଗ ପଞ୍ଚମ,…

ପ୍ରକାଶ ପାଇଲା UPSC-୨୦୨୪ ରେଜଲ୍ଟ:…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ରେଜଲ୍ଟ-୨୦୨୪। ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ହର୍ଷିତା ଗୋୟଲ ରହିଛନ୍ତି। ସେହିପରି ଡୋଙ୍ଗ୍‌ରେ ଅର୍ଚିତ ପରାଗ ୩ୟ ସ୍ଥାନରେ ଥିବା ବେଳେ ଶାହ ମାର୍ଗି ଚିରାଗ ୪ର୍ଥ ସ୍ଥାନରେ ରହିଛନ୍ତି। ଆକାଶ ଗର୍ଗ ପଞ୍ଚମ,…

ପୋପ୍‌ ଫ୍ରାନ୍‌ସିସ୍‌ଙ୍କ ବିୟୋଗ:…

ଓଏଲ୍‌ ବ୍ୟୁୁରୋ: ପୋପ୍ ଫ୍ରାନସିସଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ପୋପ୍‌ ଫ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟ ପାଳିବ ୩ ଦିନିଆ ଶୋକ। ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର। ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ଶୋକ ଦିବସ ପାଳନ ହେବ। ପୋପ ଷୋଡ଼ଶ ବେନେଡିକ୍ଟଙ୍କ ଇସ୍ତଫା ପରେ ୨୦୧୩ରେ…

ମନି ଲଣ୍ଡରିଂ ମାମଲା: ଅଡୁଆରେ ତେଲୁଗୁ…

ଓଏଲ୍‌ ବ୍ୟୁୁରୋ: ଅଡୁଆରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ। ମନି ଲଣ୍ଡରିଂ ମାମଲାରେ ସାଉଥ ସୁରପଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି। ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରାଯାଇଛି। ହାଇଦ୍ରାବାଦ ସ୍ଥିତି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ…

ଓଡ଼ିଶା ପାଇଁ ଗର୍ବ: ଶ୍ରେଷ୍ଠ ଜିଲ୍ଲା…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ପିଏମ ଆୱାର୍ଡ଼ ୨୦୨୫ରେ ସମ୍ମାନିତ ହୋଇଛି କୋରାପୁଟ ଜିଲ୍ଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଗତ ୨୦୨୪ ମସିହାରେ ଜିଲାରେ ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ କୋରାପୁଟ ଜିଲାପାଳ ଭି କୀର୍ତି ଭାସନ ପ୍ରଧାନମନ୍ତ୍ରୀ ଆୱାର୍ଡ ଗ୍ରହଣ କରିଛନ୍ତି।…