Browsing Category
ଜାତୀୟ
କୋର୍ଟ ୱେବସାଇଟ୍ରେ ରହିବ ସୁପ୍ରିମକୋର୍ଟ…
ଓଏଲ୍ ବ୍ୟୁରୋ: ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ତାଲିକା। ୩୦ ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟ ୱେବସାଇଟ୍ରେ ବିଚାରପତିଙ୍କ ସମ୍ପତ୍ତି ତାଲିକା ରହିବ। ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି ମଧ୍ୟ କୋର୍ଟ ୱେବସାଇଟ୍ରେ ରହିବ।…
ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି,…
ଓଏଲ୍ ବ୍ୟୁରୋ: ଷଷ୍ଠ ବିମଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଥାଇଲାଣ୍ଡ ଗସ୍ତ କରିଛନ୍ତି। ୨୦୧୬ ଓ ୨୦୧୯ ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଥାଇଲାଣ୍ଡ ଗସ୍ତ। ଥାଇଲାଣ୍ଡରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ପ୍ରବାସୀ ଭାରତୀୟ।…
ରାଜ୍ୟସଭାରେ ଉପସ୍ଥାପିତ ହେଲା ସଂଶୋଧିତ…
ଓଏଲ୍ ବ୍ୟୁରୋ: ଆଜି ରାଜ୍ୟସଭାରେ ଉପସ୍ଥାପିତ ହୋଇଛି ୱାକଫ ସଂଶୋଧନ ବିଲ୍। ଲୋକସଭାରେ ଗତକାଲି ୱାକଫ ସଂଶୋଧନ ବିଲ୍ ଉପରେ ଦୀର୍ଘ ସାଢ଼େ ୧୦ ଘଣ୍ଟା ଆଲୋଚନା କରାଯିବା ପରେ ବିଳମ୍ବିତ ରାତିରେ ଏହା ଗୃହୀତ ହୋଇଛି। ୱାକଫ ସଂଶୋଧନ ବିଲ୍ ୨୦୨୫ ଏବଂ ମୁସଲମାନ୍ ୱାକଫ୍ ପ୍ରତ୍ୟାହାର ବିଲ୍ ୨୦୨୪ ଗୃହୀତ ହୋଇଛି।…
ମମତା ବାନାର୍ଜୀ ସରକାରଙ୍କୁ ‘ସୁପ୍ରିମ୍’…
ଓଏଲ୍ ବ୍ୟୁରୋ: ମମତା ବାନାର୍ଜୀ ସରକାରଙ୍କୁ ‘ସୁପ୍ରିମ୍’ ଝଟ୍କା। ବାତିଲ ହେଲା ପଶ୍ଚିମବଙ୍ଗ ସର୍ଭିସ କମିଶନର ନିଯୁକ୍ତି। ୨୫ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକଙ୍କ ନିଯୁକ୍ତି ବାତିଲ କରିଛନ୍ତି ସୁପ୍ରିମ କୋର୍ଟ। ନିଯୁକ୍ତି ପ୍ରକ୍ରିୟାରେ ହେରଫେର ହୋଇଥିବା କହି ସୁପ୍ରିମ କୋର୍ଟ ନିଯୁକ୍ତି ବାତିଲ କରିଛନ୍ତି।…
ଆଜି ରାଜ୍ୟସଭାରେ ପାରିତ ହେବ ୱାକଫ…
ଓଏଲ୍ ବ୍ୟୁରୋ: ଆଜି ରାଜ୍ୟସଭାରେ ପାରିତ ହେବ ୱାକଫ ସଂଶୋଧନ ବିଲ୍। ଲୋକସଭାରେ ଗତକାଲି ୱାକଫ ସଂଶୋଧନ ବିଲ୍ ଉପରେ ଦୀର୍ଘ ସାଢ଼େ ୧୦ ଘଣ୍ଟା ଆଲୋଚନା କରାଯିବା ପରେ ବିଳମ୍ବିତ ରାତିରେ ଏହା ଗୃହୀତ ହୋଇଛି। ୱାକଫ ସଂଶୋଧନ ବିଲ୍ ୨୦୨୫ ଏବଂ ମୁସଲମାନ୍ ୱାକଫ୍ ପ୍ରତ୍ୟାହାର ବିଲ୍ ୨୦୨୪ ଗୃହୀତ ହୋଇଛି। ଏହି ବିଲ୍…
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ…
ଓଏଲ୍ ବ୍ୟୁରୋ: ଆଜି ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଥିଏରୀ ମାଥୌ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଓଡ଼ିଶା ଏବଂ ଫ୍ରାନ୍ସର ମଧ୍ୟରେ ଦୃଢ ସମ୍ପର୍କ ସ୍ଥାପନ ବିଷୟରେ ଆଲୋଚନା କରିଛନ୍ତି।
ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ଅଧିକ ଦାନ ପାଇଥିବା ତାଲିକାର ସର୍ବୋଚ୍ଚ…
ଓଏଲ୍ ବ୍ୟୁରୋ: ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ବାର୍ଷିକ ଦାନରୁ ମିଳିଲା ୧୩୩ କୋଟି। ଏହି ମନ୍ଦିରକୁ ନଗଦ ଦାନ ସହ ଦେଶବିଦେଶରୁ ଅନଲାଇନ ଦାନ ମଧ୍ୟ ମିଳିଥାଏ। ପ୍ରସିଦ୍ଧ ସିଦ୍ଧି ବିନାୟକଙ୍କ ଭକ୍ତଙ୍କ ତାଲିକା କିଛି କମ ନୁହେଁ। ସାଧାରଣ ଭକ୍ତଠୁ ନେଇ ସେଲିବ୍ରେଟି। ଆଶୀର୍ବାଦ ପାଇଁ…
ଭୂମିକମ୍ପ ପ୍ରଭାବିତ ମିଆଁମାରକୁ ରିଲିଫ୍…
ଓଏଲ୍ ବ୍ୟୁରୋ: ସେଦିନ ଥିଲା ରମଜାନ ମାସର ଶେଷ ଶୁକ୍ରବାର, ଯେତେବେଳେ ମିଆଁମାରରେ ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା। ଅପରାହ୍ନରେ ମୁସଲମାନମାନେ ଶୁକ୍ରବାର ନମାଜ ପାଠ କରିବାକୁ ମସଜିଦକୁ ଯାଉଥିଲେ। କିଛି ଲୋକ ନମାଜ ପାଠ କରିବା ପାଇଁ ମସଜିଦରେ ଧାଡ଼ିରେ ଛିଡା ହୋଇଥିଲେ। ଯେତେବେଳେ ସମସ୍ତେ ଭୂମିକମ୍ପ…
ସଂସଦରେ ଉପସ୍ଥାପିତ ହେଲା ୱାକଫ୍ ସଂଶୋଧନ…
ଓଏଲ୍ ବ୍ୟୁରୋ: ଆଜି ସଂସଦରେ ଉପସ୍ଥାପନ ହୋଇଛି ୱାକଫ୍ ସଂଶୋଧନ ବିଲ୍। ଆଇନ ମନ୍ତ୍ରୀ ୱାକଫ୍ ସଂଶୋଧନ ବିଲ୍ ଉପସ୍ଥାପନ କରିଛନ୍ତି। ୱାକଫ୍ ସଂଶୋଧନ ବିଲ୍ ଉପସ୍ଥାପନା ଆରମ୍ଭରୁ କଂଗ୍ରେସ ସଦସ୍ୟ ଗୃହରେ ଆପତ୍ତି କରିଛନ୍ତି। ତେବେ ୱାକଫ୍ ସଂଶୋଧନ ବିଲ୍ ଉପସ୍ଥାପନ ବେଳେ ଆଇନ ମନ୍ତ୍ରୀ କହିଛନ୍ତି, କିଛି…
ଆଜି ସଂସଦରେ ଉପସ୍ଥାପିତ ହେବ ୱାକଫ୍…
ଓଏଲ୍ ବ୍ୟୁରୋ: ଆଜି ସଂସଦରେ ଉପସ୍ଥାପନ ହେବ ୱାକଫ୍ ସଂଶୋଧନ ବିଲ୍। ୮ ଘଣ୍ଟା ଧରି ୱାକଫ୍ ସଂଶୋଧନ ବିଲ୍ ଉପରେ ଆଲୋଚନା ହେବ। ନିଜ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ବିଜେପି ଓ କଂଗ୍ରେସ ହ୍ବିପ୍ ଜାରି କରିଛି। ତେବେ ବିଲ୍ ବିରୋଧରେ ଭୋଟ ଦିଆଯିବ ବୋଲି ବିରୋଧୀ ଦଳ କରିଛନ୍ତି ଘୋଷଣା। ବିଲ୍ ସମ୍ପର୍କରେ…