Odisha Link
Bridging the Missing Links in Odisha
Browsing Tag

3-arrest

୧୪୩ କେଜି ଗଞ୍ଜେଇ ଜବତ

ଜୟପୁର: ଗଞ୍ଜେଇ ଚୋରା ଚାଲାଣ ସମୟରେ ଏକ ଗ୍ୟାଙ୍ଗକୁ ଗିରଫ କରିବା ସହ ୧୪୩ କେଜି ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ଜୟପୁର ଟାଉନ ପୁଲିସ। ମଙ୍ଗଳବାର ଭୋରୁ ଟାଉନ ପୁଲିସର ଏସଆଇ ରାଇଗନ କିଣ୍ଡେ ଓ ତାଙ୍କ ଷ୍ଟାଫ ସତିଗୁଡା ଡ୍ୟାମ ଛକ ନିକଟରେ ପଟ୍ରୋଲିଂ କରୁଥିଲେ। ଏହି ମାନେ  ଗାଡିରେ ଆରକୁ ପଟୁ…

ନକଲି ନୋଟ ଜବତ, ୩ ଗିରଫ

ଝାରସୁଗୁଡ଼ା: ନକଲି ନୋଟ ଜବତ କରିଛି ଝାରସୁଗୁଡ଼ା ଜିଲ୍ଲା ବନହରପାଲିର ପୁଲିସ। ଏଥିରେ ସଂପୃକ୍ତ ଥିବା ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ପାଖରୁ ୯୬ ହଜାର ୩ ଶହ ଟଙ୍କାର ଜାଲ ନୋଟ ଓ ପ୍ରିଣ୍ଟିଂ ମେସିନକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ହେଲ ଗୋବିନ୍ଦପୁରର ମହମ୍ମଦ ଇରଫାନ(୨୪), ଇସ୍ଥିଫାକ…

ବିଧାୟକଙ୍କ ବାସଭବନରେ ମରଣାନ୍ତକ ଆକ୍ରମଣ…

ଗଜପତି : ବିଧାୟକ କେ.ନାରାୟଣ ରାଓଙ୍କ ବାସଭବନରେ ପଶି ତାଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାର ୨ ଦିନ ମଧ୍ୟରେ ପୁଲିସ ଆଜି ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ, ୩ଟି ମୋବାଇଲ ଜବତ କରିଛି। ଏନେଇ ଏସଡିପିଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…