Odisha Link
Bridging the Missing Links in Odisha
Browsing Tag

Accident Case

ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ ଏବଂ…

ଓଏଲ୍ ବ୍ୟୁରୋ : ଆଜି ପ୍ରାୟ ଦିନ ୧୨ଟା ପାଖାପାଖି ଏକ ଅଭବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଏକ ଅଜଣା ଗାଡି ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଦମ୍ପତି। ଅଜଣା ଗାଡି ଧକ୍କା ଦେବା ଦ୍ୱାରା ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଵାମୀ ଗୁରୁତର ଆହତ ହୋଇଛନ୍ତି। ସ୍ୱାମୀଙ୍କୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୧୦…

ଓଏଲ୍‌ ବ୍ୟୁରୋ : ଆଜି ସକାଳୁ ମୁମ୍ବାଇରୁ ଶିରିଡି ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି। ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୦ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣା ପଡିଛି। ଏହି ଅଭାବନୀୟ ଦୁର୍ଘଟଣାରେ…

ଆମ୍ବୁଲାନ୍‌ସ ଧକ୍କାରେ ଚାଲିଗଲା ଜୀବନ,…

ଓଏଲ୍‌ ବ୍ୟୁରୋ : ଦ୍ରୁତଗାମୀ ଆମ୍ବୁଲାନ୍‌ସ ନେଲା ଜୀବନ। ଚଳନ୍ତା ଟ୍ରକକୁ ପଛପଟରୁ ଧକ୍କା ଦେଲା ଆମ୍ବୁଲାନ୍‌ସ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଥିବା ଖବର ସାମ୍ନାକୁ ଆସିଛି। ଘଟଣାଟି ସକାଳ ପ୍ରାୟ ୬ଟା ସମୟରେ ଘଟିଥିବାବେଳେ ଆମ୍ବୁଲାନ୍‌ସଟି ଟ୍ରକକୁ ପିଟିଥିଲା। ୧୬ ନମ୍ବର…

ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ୨୭…

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ସଡ଼କ ସୁରକ୍ଷା ନେଇ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ, ପିନାକୀ ମିଶ୍ର, ପରିବହନ ବିଭାଗର ଅଧିକାରୀ, ମେଡ଼ିକାଲ ଷ୍ଟାଫ, ବରିଷ୍ଠ ପୁଲିସ ଅଧିକାରୀ ଓ ମେଡିକାଲ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ସଡ଼କ ଦୁର୍ଘଟଣା…