Odisha Link
Bridging the Missing Links in Odisha
Browsing Tag

Big News

ବନ୍ଧା ହେଲେ ମ୍ୟାଡାମ୍‌ ଶର୍ମିଷ୍ଠା

ଓଏଲ୍‌ ବ୍ୟୁରୋ: ସରିଲା ଦୀର୍ଘ ଦିନର ଲୁଚକାଳି ଖେଳ। ଶେଷରେ ବନ୍ଧା ହେଲେ ମ୍ୟାଡାମ୍‌ ଶର୍ମିଷ୍ଠା ରାଉତ୍। ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ ପୋର୍ଟାଲ ମୁଖ୍ୟ ଶର୍ମିଷ୍ଠା ରାଉତଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଆଜି ସକାଳୁ କ୍ରାଇମବ୍ରାଞ୍ଚ ଟିମ୍‌ ଓ…

ଦଶ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ୍‌ ଅଧିବେଶନ। ସେହିପରି ମାର୍ଚ୍ଚ ୩୦ ତାରିଖରେ ଆଗତ ହେବ ୨୦୨୨-୨୩ ବର୍ଷ ପାଇଁ ବଜେଟ୍। ଏହାପୂର୍ବରୁ ଗୃହକୁ ସୁରୁଖରୁରେ ଚଳାଇବା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ଦିନ ୧୧ ଟା ୩୦ରେ…

ମୃତ୍ୟୁର କୂଅ! ଚାଲିଗଲା ୧୩ ଜୀବନ

ଓଏଲ୍‌ ବ୍ୟୁରୋ: ଧୁମଧାମରେ ଚାଲିଥିଲା ବାହାଘର। ବିବାହ ଉତ୍ସବରେ ମସଗୁଲ ଥିଲେ ସମସ୍ତେ। ହେଲେ ହଠାତ୍‌ ସବୁ ପଡ଼ିଗଲା ଫିକା। ମଉଳିଗଲା ଖୁସି ଆଉ ଶୁଭିଲା କାନ୍ଦ ବୋବାଳିର ଚିତ୍କାାର। ଅସାବଧାନତା ଯୋଗୁଁ କୂଅରେ ଖସିପଡ଼ି ଚାଲିଗଲା ୧୩ ଜଣଙ୍କ ଜୀବନ। ଉତ୍ତର ପ୍ରଦେଶର କୁଶିନଗରରେ ଘଟିଛି ବଡ଼ ଅଘଟଣ। କୂଅରେ…

‘ମୁଁ ଦେଶଭକ୍ତ, ରାଷ୍ଟ୍ରବାଦୀ…

ଓଏଲ୍‌ ବ୍ୟୁରୋ: କରୋନା କଟକଣାରେ ବି ନିର୍ବାଚନ ତାତି। ଶୀତ ଦିନେବି ଉତ୍ତର ପ୍ରଦେଶରେ ଗରମ ହାଓ୍ବା। କାରଣ ଫେବୃଆରୀ ୧୦ ତାରିଖରେ ହେବ ଉତ୍ତର ପ୍ରଦେଶ ନିର୍ବାଚନ। ଯାହାପାଇଁ ରାଜ୍ୟ ରାଜନୀତିଠୁ ଆରମ୍ଭ କରି ଜାତୀୟ ରାଜନୀତି ପର୍ଯ୍ୟନ୍ତ ମାହୋଲ ସରଗରମ। ଚଳିତଥର ମୁଖ୍ୟତଃ ବିଜେପି ଓ ସମାଜବାଦୀ ପାର୍ଟି…

ଓଡ଼ିଶାରେ ବାହାରିଲେ ଆଉ ୪ ଓମିକ୍ରନ୍…

ଭୁବନେଶ୍ବର: ସାରା ବିଶ୍ବକୁ ଘାରିଛି ଓମିକ୍ରନ୍‌ ଚିନ୍ତା। ଏସବୁ ମଧ୍ୟରେ ଓଡିଶାରୁ ବାହାରିଲେ ଆଉ ୪ଜଣ ଓମିକ୍ରନ୍‌ ଆକ୍ରାନ୍ତ। ରାଜ୍ୟରେ ମୋଟ ୮କୁ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି। ରାଜ୍ୟରେ ପ୍ରଥମ ଭାବେ…