Odisha Link
Bridging the Missing Links in Odisha
Browsing Tag

BJP

‘ଦିନ ଆସିବ ଲୋକେ ମୋଦି-ମୋଦି…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ରାଜସ୍ଥାନରେ ପହଁଞ୍ଚିଛି କଂଗ୍ରେସର 'ଭାରତ ଯୋଡ଼ୋ ଯାତ୍ରା'। ଏହି ଯାତ୍ରାରେ ରାହୁୁଲଙ୍କ ସହ ସାମିଲ ହୋଇଛନ୍ତି କହ୍ନେୟା କୁମାର। ଦେବରିଘାଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସେ ଦିନ ବେଶି ଦୂର ନୁହେଁ,…

କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହାପୂର୍ବରୁ ଆଜି ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ବିଜେଡି ସମେତ ୩୧ଟି ରାଜନୈତିକ ଦଳର ନେତା ଯୋଗ ଦେଇଥିଲେ । ଏଥିରେ ବିରୋଧୀ ଦଳମାନେ ମୂଲ୍ୟବୃଦ୍ଧି, ବେକାରୀ, ଚୀନ୍…

ବିଧାନସଭା : ମାତ୍ର ୮ ଦିନରେ ଶେଷ ହେଲା…

ଓଏଲ୍‌ ବ୍ୟୁରୋ: ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୪ରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥାଆନ୍ତା। କିନ୍ତୁ ତା ପୂର୍ବରୁ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଚଳିତଥର…

ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ…

ଓଏଲ୍ ବ୍ୟୁରୋ: ବିଜେପିରେ ମିଶ୍ରଣ ପର୍ବ। ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା। ପୂର୍ବତନ ବରଗଡ ସାଂସଦ ସଞ୍ଜୟ ଭୋଇ ବିଜେପି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଥିବାର ସୂଚନା ମିଳିଛି। ପୂର୍ବତନ ସାଂସଦ ସଞ୍ଜୟ ଭୋଇ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ସାଂସଦ ଥିଲେ କିନ୍ତୁ ପରେ ସେ ଦଳ ବିରୋଧରେ…

ପଦ୍ମପୁରରେ ରେଡ୍‌ ରାଜନୀତି

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ୁଛି । ଏହିସବୁ ମଧ୍ୟରେ ପଦ୍ମପୁରରେ ଦେଖିବାକୁ ମିଳିଛି ରେଡ୍‌ ରାଜନୀତି। ପଦ୍ମପୁରରେ ସକାଳେ ବିଜେଡି ନେତାଙ୍କ ଘରେ ଆୟକର ବିଭାଗ ରେଡ୍‌ କରିିଥିବା ବେଳେ ସନ୍ଧ୍ୟାରେ ବିଜେପି ନେତାଙ୍କ ଦୋକାନରେ ଜିଏସ୍‌ଟି ରେଡ୍‌…

ବିଧାନସଭା: ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

ଓଏଲ୍‌ ବ୍ୟୁରୋ: ଶୀତ ଅଧିବେଶନର ୨ୟ ଦିନରୁ ହିଁ ଗୃହରେ ବିରୋଧୀଙ୍କ ହଙ୍ଗାମା । ଫସଲ ବୀମା, ଇନପୁଟ୍ ସବସିଡି, ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଜୋରଦାର ହୋହଲ୍ଲା କରିଛନ୍ତି । ତେବେ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାନସଭା ବାହାରେ ଏମଏସପି ପ୍ରସଙ୍ଗ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି…

ଶୀତ ଅଧିବେଶନରେ ଅର୍ଚ୍ଚନା ନାଗ ନିଆଁ,…

ଓଏଲ୍‌ ବ୍ୟୁରୋ : ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ହିଁ ଗୃହ ସରଗରମ। ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ଉଠାଇ ଶାସକ ଦଳକୁ ଟାର୍ଗେଟ କଲେ ବିରୋଧୀ କଂଗ୍ରେସ ଓ ବିଜେପି। କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେପି ନେତା ମୋହନ ମାଝୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି।…

ଆଜିଠୁ ଶୀତ ଅଧିବେଶନ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ସରକାରୀ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ସଜବାଜ। ଶୀତ ଅଧିବେଶନକୁ ଗରମ କରିବା ପାଇଁ ଅର୍ଚ୍ଚନା ନାଗ ପ୍ରସଙ୍ଗ, ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି ।…

ପଦ୍ମପୁର ଉପନିର୍ବାଚନ : ପ୍ରେସମିଟରେ…

ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ଓଡିଶା ରାଜନୀତି। ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବାବେଳେ ବିଜେଡି ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ପାର୍ଥି ପ୍ରଦୀପ ପୁରୋହିତ। ସାମ୍ବାଦିକ ସମ୍ମିଳନୀରେ କାନ୍ଦିଥିଲେ ପ୍ରଦୀପ ପୁରୋହିତ। ପଥରେଲ ଗାଁରେ ପ୍ରଦୀପଙ୍କୁ…

ବିଜେପି ବିଧାୟକଙ୍କୁ ନିସ୍ତୁକ ମାଡ଼…

ଓଏଲ୍‌ ବ୍ୟୁରୋ: ବିଜେପି ବିଧାୟକଙ୍କୁ ଗ୍ରାମବାସୀଙ୍କ ନିସ୍ତୁକ ମାଡ଼। କର୍ଣ୍ଣାଟକରେ ହୋଇଥିବା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ କର୍ଣ୍ଣାଟକର ଜଣେ ବିଜେପି ବିଧାୟକ। ମୁଡିଗରେ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ…