Odisha Link
Bridging the Missing Links in Odisha
Browsing Tag

blue flag beach

ସମୁଦ୍ରରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ…

ପୁରୀ : ଗତ କାଲି ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ରେ ବୁଡ଼ି ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ ଠାବ କରାଯାଇଛି । ଦିନ ୧୧ ଟାରୁ ମୃତ ଦେହ ଠାବ ହୋଇଥିଲେ ମଧ୍ୟ ଉଦ୍ଧାର ହୋଇପାରୁ  ନାହିଁ । ସମୁଦ୍ରରେ ମୃତଦେହ ୧୦ କିମି ଦୂରକୁ ଚାଲିଯାଇଥିବାରୁ ଉଦ୍ଧାରରେ ସମସ୍ୟା ହେଉଛି । ସୂଚନା ଅନୁସାରେ, ଗାଧୋଇବା ବେଳେ…

ବ୍ଲୁ ଫ୍ଲାଗ୍ ବିଚ୍ ରେ ଭାସିଗଲେ…

ପୁରୀ : ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ରେ ଭାସିଗଲେ ପର୍ଯ୍ୟଟକ । ଗାଧୋଇବା ବେଳେ ଅସାବଧାନତା ବଶତଃ ପର୍ଯ୍ୟଟକ ଜଣଙ୍କ ଭାସିଯାଇଥିବା ଜଣାପଡିଛି । ନିଖୋଜ ପର୍ଯ୍ୟଟକ ଜଣଙ୍କ ହେଲେ ଝାଡଖଣ୍ଡର ତାନିସ୍କ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଲାଇଭ୍ ଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଉଦ୍‌ଯାପିତ ହେଲା ବ୍ଲୁ ଫ୍ଲାଗ୍ ବିଚ୍…

ପୁରୀ: ଆଜି ପୁରୀର ବ୍ଲୁ ଫ୍ଲାଗ ବିଚରେ ମୋ ବିଚ୍ ଯୋଗ ଶିବିର ଉଦଯାପିତ ହୋଇ ଯାଇଛି। ୨ଶହ କରୋନା ଯୋଦ୍ଧାଙ୍କୁ ନେଇ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାମିଲ ହୋଇଥିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୋଜିତ ହୋଇଥିବା ଏହି ଶିବିରରେ ୧୦ ଜଣ ଯୋଗ…

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ…

ପୁରୀ : ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ଓଡ଼ିଶା ପର୍ଯ୍ୟଟନର ସହର ପୁରୀ ବେଳଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ମିଳିଛି । ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଖୁସିର ଖବର । ଡେନମାର୍କର ଏକ ସଂସ୍ଥା ପକ୍ଷରୁ ଏହି ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପ୍ରଦାନ କରାଯାଇଛି । ଦିଗବାରେଣୀ ଖୁଣ୍ଟିରୁ ମେ ଫେୟାର ହୋଟେଲ…