Odisha Link
Bridging the Missing Links in Odisha

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା

ପୁରୀ : ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ଓଡ଼ିଶା ପର୍ଯ୍ୟଟନର ସହର ପୁରୀ ବେଳଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ମିଳିଛି । ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଖୁସିର ଖବର ।

ଡେନମାର୍କର ଏକ ସଂସ୍ଥା ପକ୍ଷରୁ ଏହି ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପ୍ରଦାନ କରାଯାଇଛି । ଦିଗବାରେଣୀ ଖୁଣ୍ଟିରୁ ମେ ଫେୟାର ହୋଟେଲ ବେଳଭୂମି ଯାଏଁ ଏହି ମାନ୍ୟତା ଦିଆଯାଇଛି । ୮୬୦ ମିଟର ବ୍ୟାପ୍ତ ବେଳଭୂମିକୁ ଏହି ମାନ୍ୟତା ମିଳିଛି ।

Comments are closed.