Odisha Link
Bridging the Missing Links in Odisha
Daily Archives

October 11, 2020

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ…

ପୁରୀ : ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ଓଡ଼ିଶା ପର୍ଯ୍ୟଟନର ସହର ପୁରୀ ବେଳଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ମିଳିଛି । ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଖୁସିର ଖବର । ଡେନମାର୍କର ଏକ ସଂସ୍ଥା ପକ୍ଷରୁ ଏହି ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପ୍ରଦାନ କରାଯାଇଛି । ଦିଗବାରେଣୀ ଖୁଣ୍ଟିରୁ ମେ ଫେୟାର ହୋଟେଲ…

୧୪ତାରିଖ ଯାଏ ପ୍ରବଳ ବର୍ଷା ; ୧୩ ଜିଲାକୁ…

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ୧୪ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୧୧ରୁ ୧୨ ତାରିଖ ମଧ୍ୟରେ ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଉକ୍ତ ଜିଲ୍ଲାଗୁଡ଼ିକରେ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ…

କରୋନା : ୨୯୦ କରୋନା ପଜିଟିଭ୍ ,୩୫୨…

ଭୁବନେଶ୍ୱର: ରାଜଧାନୀରୁ ୨୯୦ କରୋନା ପଜିଟିଭ ଚିହ୍ନଟ ।ସେଥିମଧ୍ୟରୁ ୭୯ ଜଣ ସଂଗରୋଧ ଓ ୨୧୧ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୂଚନା ଅନୁସାରେ…

ମୋବାଇଲ ଚୋରକୁ ନିସ୍ତୁକ ମାଡ଼

ସୁନ୍ଦରଗଡ : ସୁନ୍ଦରଗଡ ସହରର ଟାଉନଥାନା ବିଏସ ହାଇସ୍କୁଲ ଛକ ନିକଟରେ ମୋବାଇଲ ଚୋରି କରୁଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା ଚୋର । ଚୋରକୁ ଉତ୍ତ୍ୟକ୍ତ ଲୋକେ ଧରି ନିକଟସ୍ଥ ସ୍କୁଲ ପରିସରକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ । ଚାପୁଡ଼ା, ଗୋଇଠା ସହ ବାଡ଼ିରେ ମାଡ଼ ମାରିଥିଲେ ଉତ୍ତ୍ୟକ୍ତ ଲୋକେ । ଏହାପରେ…

ମୁଁ ବୁଲି ବୁଲି କାର୍ଯ୍ୟ କରିବି :…

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ୧୫ ଦିନ ମୁଁ ବୁଲି ବୁଲି କାର୍ଯ୍ୟ କରିବି ବେଲି କହିଛନ୍ତି । ତାଙ୍କ ଅଫିସ ୧୫ ଦିନ ପାଇଁ ସିଲ କରାଯାଇଛି । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ନିଜର ଜନଶୁଣାଣିରେ ଶ୍ରୀମତୀ ଷଡ଼ଙ୍ଗୀ ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ଅଫିସ ସିଲ ଯୋଗୁଁ ଆସନ୍ତା ୧୫ ଦିନ…

ଆଇପିଏସଙ୍କ ନାଁରେ ନକଲି ଆକାଉଣ୍ଟ

ଭୁବନେଶ୍ୱର: ସୋସିଆଲ ମିଡ଼ିଆକୁ ଅନେକ ଲୋକ ବ୍ୟବହର କରିଥାନ୍ତି । ତେବେ ଅନେକ ଦୁର୍ବୁ୍ତ୍ତ ନକଲି ଆକାଉଣ୍ଟ ଖୋଲୁଛନ୍ତି । କେତେକ ସ୍ଥାନରେ ଲୋକେ ନକଲି ଆଇଡି ସହାୟତାରେ ଟଙ୍କା ମଧ୍ୟ ମାଗୁଛନ୍ତି। ଡିସିପି ଆଇପିଏସ୍ ଅନୁପ ସାହୁଙ୍କ ନାଁରେ ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲାଯାଇଛି। ବର୍ତ୍ତମାନ ଗୁଇନ୍ଦା…

ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସିଲ୍

ଭୁବନେଶ୍ବର : ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପକୁ ସିଲ୍ କରା ଯାଇଛି । ଆଇଓସିଲ୍ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ, ପ୍ରାୟ ଦିନ ଗୋଟାଏ ବେଳେ ଉକ୍ତ ପେଟ୍ରୋଲ୍ ଟାଙ୍କିରେ ଏକ ଟ୍ରକରୁ ଏଲପିଜି ସିଲିଣ୍ଡର ଓହ୍ଲା ଯାଉଥିଲା। ଏହି ସମୟରେ ଏକ ବିରାଟ…

ପୁଣି କରୋନା ହାରିଲା : ସମ୍ କୋଭିଡ…

ଭୁବନେଶ୍ୱର : କରୋନା ମହାମାରୀ ଭଳି ଅଦୃଶ୍ୟ ଓ ଭୟଙ୍କର ଶତ୍ରୁକୁ ବୟୋଜ୍ୟେଷ୍ଠ ମାନେଯେ ଖୁବ ଅନାୟସରେ ପରାସ୍ତ କରିପାରିବେ ଏହାକୁ ପୁଣି ଥରେ ପ୍ରମାଣ କରିଛନ୍ତି ଜଣେ ୯୩ ବର୍ଷୀୟା ମହିଳା । ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଦ୍ୱାରା ବରିଷ୍ଠ ନାଗରିକ ମାନେ କରୋନାରୁ ସୁସ୍ଥ ହୋଇପାରିବେ । ଏହା ପୁଣି ଥରେ…

ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି…

କଟକ:ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ SCB ମେଡିକାଲ୍‌ରେ ମୃତ୍ୟୁ ହୋଇଛି। ମହିଳା ଜଣକ ଭଲରେ ଉଠିବସି ପାରୁନଥିଲେ କି ଚାଲି ମଧ୍ୟ ପାରୁନଥିଲେ। ତାଙ୍କୁ ଡାକ୍ତରଖାନାରୁ ୧୦୮ ଆମ୍ବୁଲାନ୍ସ ସୁବିଧା ମିଳିନଥିଲା ସେରିପାଇଁ ପତ୍ନୀଙ୍କୁ ଟ୍ରଲିରେ ଆଣି ଥିଲେ। ସମ୍ପୃକ୍ତ ମହିଳାଙ୍କ ଏସସିବିରେ…

ଗ୍ୟାସ କଟରରେ ଏଟିଏମ୍‌ କାଟି ଲୁଟ୍

ଭୁବନେଶ୍ବର :ଭୁବନେଶ୍ବରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରି । ଲୁଟେରା ଗ୍ୟାସ୍ କଟର ସହାୟତାରେ ଏଟିଏମ ସଟର କାଟି ଟଙ୍କା ଲୁଟ୍ କରିଛନ୍ତି। ଗତକାଲି ବିଲମ୍ୱିତ ରାତିରେ ପଟିଆ ଷ୍ଟେସନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ପ୍ରାୟ ୨୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ସୂଚନା ଅନୁସାରେ…