Odisha Link
Bridging the Missing Links in Odisha
Daily Archives

October 11, 2020

କଟକରେ ପାଳିତ ହେଲେ ବିଗବିଙ୍କ ଜନ୍ମଦିନ

କଟକ : ଆଜି ବଲିଉଡ ର ସେହେନ୍ସା ଅମିତାଭ ବଚ୍ଚନ ଙ୍କର ୭୮ ତମ ଜନ୍ମଦିନ । କଟକର ଜଣେ ବଡ଼ ଫ୍ୟାନ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । କୋଭିଡ କଟକଣା ପାଇଁ ଏଥର ଟିକିଏ ଫିକା ପଡିଯାଇଥିଲା କିନ୍ତୁ କେକ କାଟିବା ସହ ଉକ୍ତ ଅଞ୍ଚଳକୁ ବେଳୁନ ରେ ସୁସଜ୍ଜିତ କରିଥିଲେ । ସେ ହେଲେ କଟକ ବାଦାମ ବାଡ଼ି ଅଞ୍ଚଳର…

SI ପରୀକ୍ଷା ପ୍ରଶ୍ନପତ୍ର ଲିକ୍

ଗୌହାଟି: ଆସାମରେ ପୋଲିସ୍‌ ସବ୍‌-ଇନ୍ସପେକ୍ଟର(SI) ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ । ଆସାମ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଡକ୍ୟୁମେଣ୍ଟ ଏବଂ ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଜବତ କରାଯାଇଛି। ପ୍ରଶ୍ନପତ୍ର ଲିକ୍‌ର ମୁଖ୍ୟ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ଆସାମ ପୁଲିସ ଡିଜି ଭାସ୍କର…

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ୨…

ଭଦ୍ରକ: କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଜଣ ହେଲେ ଧାମନଗର ମେଡିକାଲ ନିକଟ ଶ୍ୟାମପୁର ଗ୍ରାମର ଦେବେନ୍ଦ୍ର ମହାପାତ୍ର ଓ ମହେନ୍ଦ୍ର ମହାପାତ୍ର। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଘଟିଛି ଘଟଣା।…

ପୁଲିସର ସମନକୁ ବେଖାତିର

ମୁମ୍ବାଇ: ମୁମ୍ବାଇ ପୁଲିସର ସମନକୁ ବେଖାତିର କରିଛନ୍ତି ରିପବ୍ଲିକ ଟିଭି କର୍ତ୍ତୃପକ୍ଷ। ରିପବ୍ଲିକ ଟିଭିର ମୁଖ୍ୟ ବିତ୍ତ ଅଧିକାରୀ ଶିବ ସୁବ୍ରମଣ୍ୟମ ସୁନ୍ଦରମଙ୍କୁ ଶନିବାର ହାଜର ହେବା ପାଇଁ ଶୁକ୍ରବାର ସମନ ଜାରି କରା ଯାଇଥିଲା । କିନ୍ତୁ ସିଏଫ୍ଓ ଏହାକୁ ଅମାନ୍ୟ କରିଛନ୍ତି। ସୂଚନା ଅନୁସାରେ…

ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କଲେ…

ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାମୀତ୍ବ ଯୋଜନାର ଶୁଭାରମ୍ଭ କରିଛନ୍ତି। ପିଏମ୍‌ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଦ୍ବାରା ଦେଶର ୧ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଏହି ଯୋଜନା ଆରମ୍ଭ ହେବା ପରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ…

ଚା ଦୋକାନ ଉପରକୁ ମାଡ଼ିଗଲା ଟ୍ରକ

ପାଟଣା: କେନ୍ଦୁଝର ୪୯ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଚେମେଣା ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଚା ଦୋକାନା ଉପରକୁ ମାଡ଼ିଗଲା ଟ୍ରକ। ଅଳ୍ପକେ ବର୍ତ୍ତିଗଲେ ଦୋକାନୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ, ତୁରୁମୁଙ୍ଗା ଥାନା…

ମହିଳା ହାବିଲଦାରଙ୍କୁ ପିଟିଲେ ମଦ ବେପାରୀ

ମୟୁରଭଞ୍ଜ: ମହିଳା ହାବିଲଦାରଙ୍କୁ ପିଟିଲେ ମଦ ବେପାରୀ। ଏମିତି ଏକ ଘଟଣା ଘଟିଛି ମୟୁରଭଞ୍ଜ ବିଶୋଇ ସାପ୍ତାହିକ ହାଟରେ। ୨ ଜଣ ମହିଳା ଘରେ ମହୁଲି ମଦ ରାନ୍ଧି ବେଆଇନ ଭାବେ ସାପ୍ତାହିକ ହାଟରେ ବିକ୍ରି କରୁଥିଲେ। ବିଶୋଇ ଥାନାର ମହିଳା ହାବିଳଦାର ମଞ୍ଜୁଲତା ସାହୁ ସେମାନଙ୍କୁ ବେପାର ବନ୍ଦ କରିବାକୁ…

ଲେବର ରୁମ୍ ଆଗରେ ଧାରଣା ଦେଲେ ପରିବାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଚିକିତ୍ସା ଅବହେଳା ଯୋଗୁ ନବଜାତ ଶିଶୁର ମୃତ୍ୟୁକୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପରିବାର ଲୋକେ ଲେବର ରୁମ୍ ଆଗରେ ଧାରଣା ଦେଇଛନ୍ତି। ସୂଚନା ଅନୁସାରେ , ଅଳନ୍ଦାଶାର ଗାଁର ପ୍ରସୂତି ଜୟଶ୍ରୀ…

ଗୋଷ୍ଠୀ ସଂଘର୍ଷରେ ୨ ମୃତ୍ୟୁ ଓ ୬ ଜଣ ଆହତ

ବ୍ରହ୍ମଗିରି : ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇ ୨ ଜଣଙ୍କ ଜୀବନ ଓ ୬ ଜଣ ଆହତ ହୋଇଛନ୍ତି । ଆହତମାନେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଘଟଣାଟି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅର୍ନ୍ତଗତ ଘଟିଥିଲା। ଏଥିରେଜଣାଯାଇଛି । ସୂଚନା ଅନୁସାରେ , ବ୍ରହ୍ମଗିରି…

କରୋନା: ରାଜ୍ୟରେ ୧୬ ସଂକ୍ରମିତଙ୍କ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା। ୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୨୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…