Odisha Link
Bridging the Missing Links in Odisha

କଟକରେ ପାଳିତ ହେଲେ ବିଗବିଙ୍କ ଜନ୍ମଦିନ

କଟକ : ଆଜି ବଲିଉଡ ର ସେହେନ୍ସା ଅମିତାଭ ବଚ୍ଚନ ଙ୍କର ୭୮ ତମ ଜନ୍ମଦିନ । କଟକର ଜଣେ ବଡ଼ ଫ୍ୟାନ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । କୋଭିଡ କଟକଣା ପାଇଁ ଏଥର ଟିକିଏ ଫିକା ପଡିଯାଇଥିଲା କିନ୍ତୁ କେକ କାଟିବା ସହ ଉକ୍ତ ଅଞ୍ଚଳକୁ ବେଳୁନ ରେ ସୁସଜ୍ଜିତ କରିଥିଲେ ।

ସେ ହେଲେ କଟକ ବାଦାମ ବାଡ଼ି ଅଞ୍ଚଳର ଧନେଶ୍ୱର। ପେଷାରେ ସେ ଜଣେ ପାନ ଦୋକାନୀ । ହେଲେ ନିଶାର ଅମିତାଭଙ୍କ ପ୍ରତ୍ୟକଟି ସିନେମା ଦେଖିବା। ସେ ପୂର୍ବରୁ ସବୁ ବର୍ଷ ମାନଙ୍କରେ ଅତି ଧୁମଧାମରେ ଜନ୍ମଦିନକୁ ଅତି ଆଡମ୍ବରରେ ପାଳନ କରିଥାନ୍ତି।

Comments are closed.