Odisha Link
Bridging the Missing Links in Odisha
Browsing Tag

Cuttack

ମୋ ବସ୍‌କୁ ପିଟିଲା ଟ୍ରକ, ଦୁର୍ଘଟଣାରେ…

କଟକ: ମୋ ବସ୍‌କୁ ପିଟିଲା ଟ୍ରକ୍‌। ଯାହାଫଳରେ ୨୦ରୁ ଅଧିକ ଯାତ୍ରୀ ଆହାତ। କଟକ ତେଲେଙ୍ଗାପେଣ୍ଠ ନିକଟରେ ଦୁର୍ଘଟଣା ହୋଇଥିବା ସୂଚନା ରହିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା। ଅନ୍ୟପଟେ ଆହତଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।…

କଟକରେ ଶାହଙ୍କ ଶକ୍ତି ପ୍ରଦର୍ଶନ, ବିଶାଳ…

କଟକ: ଭାଇଚାରାର ସହର କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଶାଳ ରୋଡ ଶୋ'। କଟକ ଲୋକସଭାର ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ରୋଡ ଶୋ'ରେ ସାମିଲ। ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ଭୋଟ୍‌ ଭିକ୍ଷା କରିଛନ୍ତି ଅମିତ ଶାହ। ଏଥିରେ ହଜାର…

ଚର୍ଚ୍ଚାରେ ସୋଫିଆ ଫିରଦୋସ, ବିନା ରାଲିରେ…

ଓଏଲ୍‌ ବ୍ୟୁରୋ: ଆଜି ବାରବାଟି-କଟକ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ। ଆଜି ସେ କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସବୁଠୁ ବଡ଼କଥା ହେଲା ବିଭିନ୍ନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ଦିନ ଶକ୍ତି ପ୍ରଦର୍ଶନ…

ବଡ଼ମ୍ବାରେ ଅଘଟଣ: ବିଧାୟକଙ୍କ ରାଲିରେ…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଚାଲିଛି ନିର୍ବାଚନ ପ୍ରଚାର। ବିଭିନ୍ନ ଦଳ କରୁଛନ୍ତି ବଡ଼ ବଡ଼ ରାଲି। ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ସମୟରେ ମଧ୍ୟ କରୁଛନ୍ତି ବଡ଼ ରାଲି। ଏସବୁ ମଧ୍ୟରେ ଆସିଛି ଅଘଟଣ ଖବର। କଟକ ଜିଲ୍ଲା ବଡ଼ମ୍ବାର ବିଜେଡି ବିଧାୟକଙ୍କ ରାଲି ବେଳେ ଅଘଟଣ। ରାଲିରେ ଏକ ଟ୍ରକ୍‌ ମାଡ଼ିଯିବାରୁ ୩…

ଯାଜପୁର ବସ୍‌ ଦୁର୍ଘଟଣା: ଆହତଙ୍କୁ…

ଓଏଲ୍‌ ବ୍ୟୁରୋ: ସୋମବାର ରାତିରେ ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା । ଏନ୍‌ଏଚ୍‌-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲା ଗୋଟିଏ ଯାତ୍ରୀବାହୀ ବସ୍‌। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ…

କଟକ: ବିଜେଡିର ସାଂସଦ ପ୍ରାର୍ଥୀ ସଂତୃପ୍ତ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ସମସ୍ତ ରାଜନୈତିକ ଦଳ ଜୋରଦାର ଆରମ୍ଭ କଲେଣି ପ୍ରସ୍ତୁତି। ଓଡ଼ିଶାରେ ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବାରୁ ସମସ୍ତଙ୍କ ରହିଛି ନଜର। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି…

ଓଡ଼ିଶା ଗଢ଼ିବ ବୈଦ୍ୟୁତିକ ଯାନ, ନରାଜରେ…

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ଇ-ଯାନ ଏବଂ ଯନ୍ତ୍ରାଂଶ ଉତ୍ପାଦନର ହବ୍‌ ପାଲଟିବ ଓଡ଼ିଶା। ପ୍ରଥମ ଥର ପାଇଁ ଓଡ଼ିଶାରେ ବିଦ୍ୟୁତ୍‌ଚାଳିତ ଯାନ ବା ଇଲେକ୍ଟ୍ରିକ୍‌ ଭେହିକିଲ୍‌ (ଇଭି) କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। କଟକର ନରାଜରେ ଉତ୍ପାଦିତ ହେବ ବୈଦ୍ୟୁତିକ ଯାନ (ଇ-ଯାନ)। ପାରାଦୀପରେ ତମ୍ବା ସ୍ମେଲଟର୍…

ନଭେମ୍ବର ୨୭ରୁ ଐତିହାସିକ କଟକ…

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏ ଅନୁଷ୍ଠିତ ହେବ। ଐତିହାସିକ କଟକ ବାଲିଯାତ୍ରା ପାଇଁ ପ୍ରଜ୍ଞାପନ ମେଢ଼ ଉଦଘାଟିତ ହୋଇଛି। ଆସ ବୁଲିଯିବା ବାଲିଯାତ୍ରା ଥିମ୍‌ ନେଇ ଯାତ୍ରା ଆରମ୍ଭ ହୋଇଥିବାବେଳେ ଏହି ପ୍ରଜ୍ଞାପନ ମେଢ଼ କଟକ, ଭୁବନେଶ୍ବର,…

ଆଜି ଭସାଣି: କଟକଣା ଜାରି କଲା…

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଦୁର୍ଗା ପୂଜା। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା' ଜଗତଜନନୀ। ଏଥିପାଇଁ ବନ୍ଦୋବସ୍ତ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ଭସାଣି ପାଇଁ ଟୁଇନ୍‌ ସିଟିରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ…

୩ ବର୍ଷରେ ୧୮୬ କୋଟି ତଣ୍ଡ ଗଣିଛନ୍ତି…

ଓଏଲ୍‌ ବ୍ୟୁରୋ: ବିଗତ ୩ ବର୍ଷ ମଧ୍ୟରେ ଅମାନିଆ ଗାଡ଼ି ଚାଳକ ଗଣିଛନ୍ତି କୋଟି କୋଟି ଟଙ୍କାର ତଣ୍ଡ। କଟକ-ଭୁବନେଶ୍ବରରେ ଅମାନିଆ ଗାଡ଼ି ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରି ପାଖାପାଖି ୧୮୬ କୋଟିରୁ ଅଧିକ ଟଙ୍କାର ଜରିମାନା ଗଣିଛନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା।…