Odisha Link
Bridging the Missing Links in Odisha
Browsing Tag

CMO

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ଆଇଏଏସ୍‌ ସୁରେଶ ଚନ୍ଦ୍ର ମହାପାତ୍ର। ଅନ୍ୟପଟେ ତାଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂଆ ମୁଖ୍ୟ ଉପଦେଷ୍ଟା ଭାବେ ଆଜି ନିଯୁକ୍ତି ମିଳିଛି। ମହାପାତ୍ରଙ୍କୁ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ…

ମୋ ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ…

ଓଏଲ୍‌ ବ୍ୟୁରୋ: ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଗୃହ ଆରମ୍ଭରୁ ଜିଲ୍ଲାରୁ ଜିଲ୍ଲା ବୁଲି ସିଏମଓ ଲୋକଙ୍କ ଠାରୁ ଅଭିଯୋଗପତ୍ର ଆଣିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ଯେଉଁ ପ୍ରସଙ୍ଗରେ ଆଜି ଗୃହରେ ବିବୃତି…

ଜୁନ୍ ୧୩ରେ ସମନ୍ବୟ ବୈଠକ, ରଥଯାତ୍ରା…

ଓଏଲ୍‌ ବ୍ୟୁରୋ: ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀର ରଥଖଳା। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ରହିଲା ୧୨ ଦିନ। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ରଥଯାତ୍ରା ପୂର୍ବରୁ ଆସନ୍ତା ୧୩ ତାରିଖ ପୂର୍ବାହ୍ଣ ୧୧ଟାରେ ରଥଯାତ୍ରା ତୃତୀୟ ତଥା…

ଓଡିଶା ପାଇଁ ଅଦାନୀ ଗ୍ରୁପ କରିବ ୬୦ହଜାର…

ଓଏଲ୍ ବ୍ୟୁରୋ : ମେକ୍ ଇନ୍ ଓଡିଶା କନକ୍ଳେଭରେ ଅଦାନୀ ଗ୍ରୁପର ବଡ ଘୋଷଣା। ଅଦାନୀ ପୋର୍ଟସ ଆଣ୍ଡ ଏସଇଜେଡ ସିଇଓ କରନ ଅଦାନୀ ଓଡିଶା ପାଇଁ ୬୦ହଜାର କୋଟିର ପୁଞ୍ଜି ନିବେଶ କରିବା ଆଇଁ ଆଜି ମେକ ଇନ ଓଡିଶା କନକ୍ଳେଭରେ ଜଣାଇଛନ୍ତି। କରନ ଅଦାନୀ କହିଛନ୍ତି ଆଗାମୀ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ୬୦ହଜାର କୋଟି…