୫ ବର୍ଷ ପରେ ଇଡେନ୍ ଗାର୍ଡେନରେ ଦିନିକିଆ…
ଓଏଲ୍ ବ୍ୟୁରୋ : ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍ ଆଜି କୋଲକାତାର ଇଡେନ୍ ଗାର୍ଡେନ୍ ମଇଦାନରେ ଖେଳାଯିବ। ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ହରାଇ ୧-୦ରେ ଆଗୁଆ ଥିବା ଭାରତ ଦ୍ବିତୀୟ ମ୍ୟାଚକୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ସେହିପରି ଶ୍ରୀଲଙ୍କା ଦଳ ବିଜୟ ହାସଲ କରି…