Odisha Link
Bridging the Missing Links in Odisha
Browsing Tag

DHONI

ଟିକେଟ୍‌ କଲେକ୍ଟରରୁ କ୍ରିକେଟ୍‌ ଦୁନିଆରେ…

ଓଏଲ୍‌ ବ୍ୟୁରୋ: ବିଶ୍ବ କ୍ରିକେଟରେ ମିଷ୍ଟର କୁଲ୍‌ ଭାବ ପରିଚିତ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଜି ଜନ୍ମଦିନ। କ୍ରିକେଟ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ଧୋନୀଙ୍କ ଆଜି ହେଉଛି ୪୨ ତମ ଜନ୍ମଦିନ। ଧୋନି ୭ ଜୁଲାଇ ୧୯୮୧ ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ।…

ଧୋନିଙ୍କ ସନ୍ୟାସକୁ ନେଇ ମୁହଁ ଖୋଲିଲେ…

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ଓ୍ବିକେଟ ରକ୍ଷକ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସ ନେବା ପ୍ରସଙ୍ଗ ଥମିବାର ନାଁ ଧରୁନି। ଧୋନିଙ୍କ ସନ୍ୟାସ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅପନର ବୀରେନ୍ଦ୍ର ସେହଓ୍ବାଗ। ସେ କହିଛନ୍ତି ଯେ, ଧୋନି କେବେ ସନ୍ୟାସ ନେବେ…

କ୍ରିକେଟରେ ଆଉ ଜଣେ ଧୋନୀ….

ଲଣ୍ଡନ: କ୍ରିକେଟ ମହାକୁମ୍ଭ ୨୦୧୯ର ଆଜି ୩୨ ତମ ମ୍ୟାଚ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯିବ। କିନ୍ତୁ ମ୍ୟାଚ ଆରମ୍ଭରୁ ଚର୍ଚ୍ଚାରେ ଇଂଲଣ୍ଡ ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ ଜୋସ୍‌ ବଟଲର। ତାଙ୍କୁ ବିଶ୍ବ କ୍ରିକେଟର ନୂଆ ମହେନ୍ଦ୍ର ସିଂ ଧୋନୀ ବୋଲି ଆଖ୍ୟା ଦେଇଛନ୍ତି ଅଷ୍ଟ୍ରେଳିଆ କୋଚ୍‌ ଜଷ୍ଟିନ…