Odisha Link
Bridging the Missing Links in Odisha
Browsing Tag

IND vs SA

ଆଜି ଅନ୍ତିମ ଟି-୨୦ ମ୍ୟାଚ୍, କ୍ଲିନସୁଇପ୍…

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଶେଷ ଟ୍ବେଣ୍ଟି-୨୦ ରବିବାର ବେଙ୍ଗାଲୁରୁରେ ଖେଳାଯିବ। ସିରିଜ ବିଜୟ ଲକ୍ଷ୍ୟ ନେଇ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପାଇଁ ଶୃଙ୍ଖଳା ବଞ୍ଚାଇବାର ଏହା ଶେଷ ସୁଯୋଗ ହେବ। ତୃତୀୟ ଟ୍ବେଣ୍ଟି-୨୦ରେ ପୁନର୍ବାର ଘରୋଇ…

ଦ୍ବିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆ ବିଜୟୀ

ମୋହାଲି: ଦ୍ବିତୀୟ ଟି-୨୦ରେ ବିରାଟ ବାହିନୀର ସହଜ ବିଜୟ। ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ (ଅପରାଜିତ ୭୨ ରନ୍‌, ୫୨ ବଲ, ୪ ଚୌକା, ୩ ଛକା) ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାକୁ ବୁଧବାର ଭାରତ ଜିତିଛି। ଭାରତ ୧୯ ଓଭରରେ ୩ଟି ଓ୍ଵିକେଟ ହରାଇ…

ଟି-୨୦ ସିରିଜ: ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ…

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ଵିତୀୟ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ମୋହାଲି ଷ୍ଟାଡିୟମରେ ଖେଳାଯିବ। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଧର୍ମଶାଳାରେ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା। ତେବେ ସିରିଜରେ ଆଉ ଦୁଇଟି ମ୍ୟାଚ ରହିଥିବା ବେଳେ ଭାରତ ଦୁଇଟି ଜିତି…

ପ୍ରଥମ ଟି-୨୦ରେ ବର୍ଷାର ବିଜୟ

ଧର୍ମଶାଳା: ଭାରତ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ରେ ବର୍ଷାର ବିଜୟ। ମ୍ୟାଚ ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା, ଠିକ୍ ସେୟା ହୋଇଛି। ଲଗାତାର ବର୍ଷା ଯୋଗୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯିବାକୁଥିବା ପ୍ରଥମ ଟି-୨୦ ମ୍ୟାଚକୁ ବାତିଲ କରିଦିଆଯାଇଛି। ଏହି ମ୍ୟାଚ୍ ଧର୍ମାଶାଳାର ହିମାଚଳ…