Odisha Link
Bridging the Missing Links in Odisha
Browsing Tag

Jeypore

ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ…

ଓଏଲ୍‌ ବ୍ୟୁରୋ : ଜୟପୁରର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ନୂତନ ପରିଚୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁରର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ପାଇଁ ଅନୁମୋଦନ କରିଛନ୍ତି। ଆସନ୍ତାକାଲି କଲେଜର ହୀରକ ଜୟନ୍ତୀ ଅବସରରେ ଯୋଗ ଦେଇ…

ପରଲୋକରେ ମୋତି ମହଲର ଶେଷ ରାଣୀ

ଓଏଲ୍‌ ବ୍ୟୁରା: ଆଉ ନାହାନ୍ତି ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀ। ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ପରେ ଶେଷରେ ଜୟୁପରସ୍ଥିତ ମୋତି ମହଲରେ ରବିବାର ରାତିରେ ରାଣୀଙ୍କ ପରଲୋକ ଘଟିଛି। ରାଣୀ ହେଉଛନ୍ତି ଜୟପୁରର ଶେଷ ରାଜା…

୨ବନ୍ଧୁ ଦେଲେ ଭାଇଚାରାର ବାର୍ତ୍ତା

ଓଏଲ୍ ବ୍ୟୁରୋ : ସାଧାରଣତଃ ଧର୍ମକୁ ନେଇ ଅନେକ ପ୍ରକାର ଅପପ୍ରଚାର, ନିନ୍ଦା, ହିଂସା, ହତ୍ୟାକାଣ୍ଡ ଓ ରାଜନୀତି ଦେଖିବାକୁ ମିଳିଥାଏ। କେତେ ନିରୀହ ନିଷ୍ପାପ ମଧ୍ୟ ଏଥିରେ ବଳି ପଡିଥାନ୍ତି। ହେଲେ ଜୟପୁରରୁ ସାମ୍ନାକୁ ଆସିଛି ବନ୍ଧୁତାର ସୁନ୍ଦର ଚିତ୍ର। ଗୋଟିଏ ଘରେ ଆଲ୍ଲା ଓ ଇଶ୍ଵର। ଭାଇଚାରାର ସୁନ୍ଦର…

ଜୟପୁରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ଜୟପୁର: ଆଜି ଜୟପୁରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ। ପାଖାପାଖି ସାଢ଼େ ୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ରହିଛି। ଏହି ମାମଲାରେ ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଫେରାର୍ ହୋଇ ଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ,…

ପାକିସ୍ତାନୀ ହ୍ୟାକର୍‌ ଜାଲରେ ୬ ସରକାରୀ…

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ୬ଟି ଓ୍ବେବ୍‌ସାଇଟ୍‌କୁ ଆଜି ସକାଳୁ ହ୍ୟାକ୍‌ କରି ସମ୍ପୂର୍ଣ୍ଣ ଅଚଳ କରିଦେଇଛନ୍ତି ପାକିସ୍ତାନର ଏକ ହ୍ୟାକର୍‌ ଗୋଷ୍ଠୀ। କୋରାପୁଟ ଅଞ୍ଚଳର ୬ଟି ସରକାରୀ ମହାବିଦ୍ୟାଳୟର ଓ୍ବେବସାଇଟ୍‌କୁ ଟାର୍ଗେଟ୍‌ କରିଛନ୍ତି ପାକିସ୍ତାନର ସାଇବର ଅପରାଧୀ। ଓ୍ବେସାଇଟ୍‌ଗୁଡ଼ିକ ହେଲା…

ଚାଲାଣ ବେଳେ ବସ୍‌ରୁ ଉଦ୍ଧାର ହେଲେ ୧୭…

ଜୟପୁର: ଆନ୍ତଃରାଜ୍ୟ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ କରିଛି ଜୟପୁର ପୋଲିସ। ରାଜ୍ୟ ବାହାରକୁ ୧୭ଜଣ ଯୁବତୀ ଚାଲାଣ ହେଉଥିବାବେଳେ ସେମାନଙ୍କୁ ଉଦ୍ଧାର କରିଛି ଟାଉନ ପୋଲିସ। ଏହାସହ ସେମାନଙ୍କୁ ନେଇ ଯାଉଥିବା ଦଲାଲ ସୁବାଷ ଚନ୍ଦ୍ର ହରିଜନକୁ ଅଟକ ରଖି ପଚରା ଉଚୁରା କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ…