Odisha Link
Bridging the Missing Links in Odisha
Browsing Tag

Ladakh

ଯବାନଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ…

ନୂଆଦିଲ୍ଲୀ: ସୀମାରେ ସେନାଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ବିଲଡିଂ। ପୂର୍ବ ଲଦାଖରେ ଥିବା ଯବାନଙ୍କ ପାଇଁ ସେନା ପକ୍ଷରୁ ଅତ୍ୟାଧୁନିକ ବିଲଡିଂର ର୍ନିମାଣ ହୋଇଛି। ଏହି ବିଲଡିଂ ଅସହ୍ୟ ଥଣ୍ଡାରୁ ଯବାନମାନଙ୍କ ସୁରକ୍ଷା ଦେବ। ପ୍ରତିବର୍ଷ ନଭେମ୍ବର ମାସ ପରେ ଲଦାଖରେ ୪୦ ଫୁଟ ବରଫପାତ ହୋଇଥାଏ। ଫଳରେ…

ଟୁଇଟରକୁ ଭାରତ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଲଦାଖ ଚୀନର ଅଂଶବିଶେଷ ବୋଲି ଟ୍ୱିଟର ଲୋକେସନ ସେଟିଂରେ ଦର୍ଶାଯିବା ପରେ ଟୁଇଟରକୁ ଭାରତ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଯୁକ୍ତ ସଂସଦୀୟ କମିଟି ଏନେଇ ଟ୍ୱିଟର ଠାରୁ ଲିଖିତ ଉତ୍ତର ମାଗିଥିବା ଜଣାପଡିଛି। ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି ତୀବ୍ର ପ୍ରତିକ୍ରିୟା…

ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କ୍ରୟ…

ଜମ୍ମୁ-କାଶ୍ମୀର: ଏଣିକି ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କିଣିପାରିବେ। ଏନେଇ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କିଣିପାରିବେ ଏବଂ ସେଠାରେ ବସବାସ କରିପାରିବ…

ସୀମା ବିବାଦକୁ ନେଇ ଭାରତକୁ ଦାୟୀ କଲା…

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ଥମିବାର ନାଁ ନେଉନାହିଁ। ଋଷରେ ଭାରତୀୟ ଓ ଚୀନ ରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ଗତକାଲି ୨ ଘଣ୍ଟାରୁ ଅଧିକ ସମୟ ଯାଏଁ ବୈଠକ ହୋଇଥିଲା। ବୈଠକରେ ପୂର୍ବ ଲାଦଖ ସୀମାରେ ଉତ୍ତେଜନା କମ କରିବାକୁ ଜୋର ଦିଆଯାଇଥିଲା। ବାର୍ତ୍ତା ସମୟରେ ରାଜନାଥ ସିଂହ ଲଦାଖରେ ଯଥାସ୍ଥିତି ବଜାୟ…

ବଜେଟ ୨୦୨୦: ଲଦାଖ ପାଇଁ ୫୯୫୮ କୋଟି…

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟରେ ୫୯୫୮ କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଦାଖର ବିକାଶ ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି। ସଂସଦରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ…

ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ ;…

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲଦାଖରେ ଦେଶରେ ପ୍ରଥମ ଆଇଓସିଲ ଦ୍ୱାରା ତିଆରି ହୋଇଥିବା ସ୍ୱତନ୍ତ୍ର ଶୀତକାଳୀନ- ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ହୋଇଯାଇଛି…

ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ…

ଶ୍ରୀନଗର: ଆଜି କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଶପଥ ନେଇଛନ୍ତି। ଜମ୍ମୁ-କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଆରକେ ମାଥୁରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆରେ କେ ମାଥୁର ତ୍ରିପୁରା କ୍ୟାଡ଼ରର ଆଇଏଏସ ଅଫିସର ଏବଂ କେନ୍ଦ୍ରରେ…

ଆଜିଠୁ ବଦଳିଲା ଜମ୍ମୁ-କଶ୍ମୀର ଭୂଗୋଳ,…

ନୂଆଦିଲ୍ଲୀ: ଆଜିଠାରୁ ବଦଳି ଯାଇଛି ଜମ୍ମୁ-କଶ୍ମୀର ସହ ଜଡ଼ିତ ୭୨ ବର୍ଷର ଇତିହାସ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ କ୍ରମେ ଆଜି ମଧ୍ୟରାତ୍ରିରୁ ଜମ୍ମୁ-କଶ୍ମୀର ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଅର୍ଥାତ ଆଜିଠାରୁ ଦେଶର ରାଜ୍ୟ ସଂଖ୍ୟା ୨୮କୁ ଖସିଆସିଥିବାବେଳେ କେନ୍ଦ୍ରଶାସିତ…

ଐିତିହାସିକ: ଜମ୍ମୁ ଓ କଶ୍ମୀରରୁ ଅଲଗା…

ନୂଆଦିଲ୍ଲୀ: ମୋଦି ସରକାର ଆଜି ସଂସଦରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଧାରା-୩୭୦ ବଦଳେଇବାକୁ ପ୍ରସ୍ତାବ ରଖିଛନ୍ତି। ଏଥିସହିତ ରାଜ୍ୟ ପୁର୍ନଗଠନ ବିଧେୟକ ପ୍ରସ୍ତାବ ରଖିଛନ୍ତି ଅମିତ ଶାହ। ଏହାଦ୍ବାରା ଜମ୍ମୁ-କଶ୍ମୀରରୁ ଲଦାଖ ଅଞ୍ଚଳକୁ ଭିନ୍ନ କରି ଦିଆଯିବ ଏବଂ…