ଫୁଲୁଛି ମହାନଦୀ, ଖୋଲିଲା ହୀରାକୁଦ…
ଓଏଲ୍ ବ୍ୟୁରୋ: ଧିରେ ଧିରେ ଫୁଲୁଛି ମହାନଦୀ। ଏହାକୁ ନଜରରେ ରଖି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍। ୩ଟି ପର୍ଯ୍ୟାୟରେ ଆଜି ଖୋଲିଛି ୧୦ଟି ଗେଟ୍। ଜଳଭଣ୍ଡାରକୁ ୪ ଲକ୍ଷ ୬୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି। ହୀରାକୁଦର ଜଳସ୍ତର ରହିଛି ୬୧୭…