Odisha Link
Bridging the Missing Links in Odisha
Browsing Tag

Modi

ଜାନୁଆରୀ ୨୭ରେ ‘ପରୀକ୍ଷା ପେ…

ଓଏଲ୍ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ପରାମର୍ଶ ଦେବେ ପ୍ରଧାନମନ୍ତ୍ରୀ। ଜାନୁଆରୀ ୨୭ ତାରିଖରେ ଆୟୋଜିତ ହେବ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ଯେଉଁଥିରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଛାତ୍ର, ଶିକ୍ଷକ ଓ ଅବିଭାବକମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ…

ମା’ ଅସୁସ୍ଥ ଥିବା ଖବର ପାଇବା ପରେ…

ଓଏଲ୍‌ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ପହଁଚିଲେ ଅହମ୍ମଦାବାଦର ୟୁଏନ ମେହେଟା ହସ୍ପିଟାଲରେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମା' ହୀରାବେନଙ୍କ ସ୍ୱାସ୍ଥ୍ୟବସ୍ଥା ଖବର ପାଇ ଚିକିତ୍ସାଳୟରେ ପହଁଚିଥିବାବେଳେ ସାଙ୍ଗରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଥିବା ଜଣା ପଡିଛି। ସୂଚନା ଅନୁସାରେ…

ବିରୋଧୀ ଦଳ ନେତା ପ୍ରଦୀପ୍ତ ଓ ସାଂସଦ…

ଭୁବନେଶ୍ବର: କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପରିବାର ଲୋକଙ୍କ ସହ କଥା ହେବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୋଦି। କରୋନାରେ ପୀଡ଼ିତ ହୋଇ…

କରୋନା: ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ…

ନୂଆଦିଲ୍ଲୀ: ଦେଶରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ପ୍ରଧାନମନ୍ତ୍ରୀ ମୋଦି ଆଜି କୋଭିଡ୍‌-୧୯ ମହାମାରୀଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକରେ ବସିଛନ୍ତି। ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, କେରଳ, କର୍ଣ୍ଣାଟକ,…

ବେଙ୍ଗଲ ରାଲି ବାତିଲ କଲେ ପ୍ରଧାନମନ୍ତ୍ରୀ

କଲିକତା: ଦେଶରେ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଆଜି ବେଙ୍ଗଲରେ ସମସ୍ତ ନିର୍ବାଚନ ରାଲି ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ। ବିଧାନସଭା ନିର୍ବାଚନ ପାଇଁ ଆଉ ୨ ଟି ପର୍ଯ୍ୟାୟ ବାକିଥିବା ବେଳେ ପ୍ରଧାନମନ୍ତ୍ରୀ ଆଉ ରାଲି କରିବେ ନାହିଁ ବୋଲି ଟ୍ୱିଟ୍ ଯୋଗେ ସୂଚନା…

ଅନ୍ତିମ ବିକଳ୍ପ ହେଉ ଲକଡାଉନ୍: ମୋଦି

ନୂଆଦିଲ୍ଲୀ: ପୁଣି ଦିନକୁ ଦିନ ଦେଶରେ ବଢ଼ୁଛି କରେନା ସଂକ୍ରମଣ। କରୋନା ମୁକାବିଲା ପାଇଁ ରାଜ୍ୟମାନେ କଲଡାଉନ ଅପେକ୍ଷା ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆମକୁ ଦେଶକୁ ପୁଣି ଥରେ ଲକଡାଉନରୁ ବଞ୍ଚାଇବାକୁ ପଡ଼ିବ ।  କାରଣ ଆମକୁ…

ରାତି ୮ରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଆଜି ରାତି ୮ଟାରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି। ଦେଶରେ କରୋନା ସ୍ଥିତି ଓ ଟୀକାକରଣ କିଭଳି ଚାଲିଛି ଆଗକୁ କେମିତି ହେବ, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ମୋଦି। ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ…

ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ର…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ପୁସ୍ତକ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଇଣ୍ଟରନାସନାଲ ସେଣ୍ଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ବହିର ଅନାବରଣ କରାଯାଇଛି।…

ପରୀକ୍ଷାକୁ ଭୟ କରିବା ଉଚିତ୍ ନୁହେଁ:…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’। ପରୀକ୍ଷାକୁ ନେଇ ପିଲାଙ୍କ ମନରେ ଥିବା ଭୟକୁ ବାହାର କରିବା ପାଇଁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି। ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ, ପିଲାମାନେ ପରୀକ୍ଷାକୁ ଭୟ କରିବା ଉଚିତ୍ ନୁହେଁ। ଛାତ୍ରମାନଙ୍କୁ…

୨ଦିନିଆ ବାଂଲାଦେଶ ଗସ୍ତରେ ମୋଦୀ

ନୂଆଦିଲ୍ଲୀ: ୨ଦିନିଆ ବାଂଲାଦେଶ ଗସ୍ତରେ ମୋଦୀ। କୋଭିଡ୍ ପର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଯାଇ ନ ଥିବା ବେଳେ ଆଜି ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ସକାଳ ୭:୪୫ରେ ବାଂଲାଦେଶ ଅଭିମୁଖେ ଯାତ୍ରା କରିଛନ୍ତି। ମୋଦୀ ପୂର୍ବାହ୍ନ ୧୦ଟାରେ ଢାକାରେ ପହଞ୍ଚିବେ। ସେଠାରେ…