ନନ୍ଦନକାନନରେ ଏସୀୟ ସିଂହୀ ରେୱା ଜନ୍ମ…
ଓଏଲ୍ ବ୍ୟୁରୋ : ଆଜି ସକାଳେ ନନ୍ଦନକାନନରେ ନୂଆ ୪ଶାବକ ଜନ୍ମ ଦେଲା ସିଂହୀ। ନନ୍ଦନକାନନ ପ୍ରାଣୀଉଦ୍ୟାନ ସିଂହ ସଫାରିରେ ଏସୀୟ ସିଂହୀ ରେୱା ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ଜଣା ପଡିଛି। ମଧ୍ୟପ୍ରଦେଶ ଇନ୍ଦୋର ଚିଡ଼ିଆଖାନାରୁ ଆସିଥିବା ସିଂହୀ ରେୱା ଓ ନନ୍ଦନକାନନ ସିଂହୀ ରାଧା ଗର୍ଭ ମିଳନରୁ ଜନ୍ମିତ…