ରାତି ପାହିଲେ ଆସିବ ଜନାଦେଶ, ତା ପୂର୍ବରୁ…
ଓଏଲ୍ ବ୍ୟୁରୋ: ଭାଙ୍ଗିଲା ଓଡ଼ିଶା ବିଧାନସଭା। ଷୋଡ଼ଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ। ୨୦୨୪ ଜନାଦେଶ ଫଳାଫଳ ଆସିବା ପୂର୍ବରୁ ଭାଙ୍ଗିଗଲା ଓଡ଼ିଶା ବିଧାନସଭା। ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନରେ ବିଧାନସଭା ଭଙ୍ଗ ନେଇ ରାଜ୍ୟ…