Odisha Link
Bridging the Missing Links in Odisha
Browsing Tag

Padmanabha Behera

କେନ୍ଦ୍ରର ରେଳ ଅନୁଦାନ‌ ନୈରାଶ୍ୟଜନକ: …

ଭୁବନେଶ୍ୱର: ରେଳ ବଜେଟ ଓଡ଼ିଶା ପାଇଁ ନୈରାଶ୍ୟଜନକ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଏନେଇ ମନ୍ତ୍ରୀ ପଦ୍ମନାଭ କହିଛନ୍ତି ଯେ, ଆମେ ୭୨୦୦କୋଟି ମାଗିଥିଲୁ। ବ୍ୟୟ ବରାଦ ମାତ୍ର ୪୫୦୦କୋଟି ହୋଇଛି। ଖୋର୍ଦ୍ଧା-ବଲାଙ୍ଗୀର ପାଇଁ ୫୦୦କୋଟି ମିଶାଇ ୪୫୦୦କୋଟି ମିଳିଛି। ରେଳ ବଜେଟରେ କୌଣସି…

ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କରୋନା ସଂକ୍ରମିତ ହୋଇଛନ୍ତି। ପଦ୍ମନାଭ ବେହେରାଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୮ଜଣ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ମନ୍ତ୍ରୀ…

ଆଜିଠୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି :…

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ରାଜ୍ୟରେ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତିି ଯେ, ବସ୍ ଯାତ୍ରା କରିବା ସମୟରେ ସମସ୍ତ ଯାତ୍ରୀ କୋଭିଡ୍ ନିୟମ ମାନିବାକୁ କୁହାଯାଇଛି । ଏହା…

ରେଳ ଅନୁଦାନ ନୈରାଶ୍ୟଜନକ: ପଦ୍ମନାଭ

ଭୁବନେଶ୍ବର: ରେଳ ବଜେଟ୍‌କୁ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ରେଳ ବଜେଟ ଓଡ଼ିଶା ପାଇଁ ନୈରାଶ୍ୟଜନକ। ଯେତିକି ଦାବି କରିଥିଲୁ ସେତିକି ମିଳିନାହିଁ। ଏହା ସହିତ ଆଉ ନୂଆ ଲାଇନ୍‌ ପାଇଁ ବି କିଛି ଦିଆଯାଇ ନାହିଁ। ରେଳ ବାବଦରେ ମୁଖ୍ୟମନ୍ତ୍ରୀ ବାରମ୍ବର ଚିଠି ଲେଖିବା…