Odisha Link
Bridging the Missing Links in Odisha
Browsing Tag

Saudi Arab

ପାକିସ୍ତାନ ମାନଚିତ୍ରରୁ ହଟିଲା ପିଓକେ,…

ଲଣ୍ଡନ: ଭାରତର ପଡ଼ୋଶୀ ରାଷ୍ଟ୍ର ତଥା ଆତଙ୍କବାଦୀଙ୍କ ଘର ପାଲଟିଥିବା ପାକିସ୍ତାନକୁ ଜବରଦସ୍ତ ଝଟକା। ଦୀପାବଳି ପୂର୍ବରୁ ଭାରତକୁ ଉପହାର ଦେଇଛି ସାଉଦି ଆରବ। ପାକ୍ ଅଧିକୃତ କଶ୍ମୀର ଓ ଗିଲଗିଟ୍ ବାଲଟିସ୍ତାନ୍ ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦାବି ହେଉଥିବା ବେଳେ ଆରବ ପକ୍ଷରୁ ପ୍ରସ୍ତୁତ ନୂଆ ବିଶ୍ୱ…

କରୋନାରେ ଚାଲିଗଲା ଚାକିରି ଭିକ ମାଗିଲେ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବକୁ ଅତିବ୍ୟସ୍ତ କରିଛି। ମହାମାରୀ ସଂକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ବହୁ ଲୋକ ନିଜର ଚାକିରି ହରାଇ ବସିଛନ୍ତି। ସାଉଦି ଆରବରେ ୪୫୦ ଜଣ ଭାରତୀୟ ଶ୍ରମିକଙ୍କର ଚାକିରି ଚାଲିଯିବା ଫଳରେ ସେମାନେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୋଇଥିଲେ। ଏହି…

ସାଉଦି ରାଜ ପରିବାରର ୧୫୦ ଜଣ କରୋନା…

ଓଏଲ୍‌ ବ୍ୟୁରୋ: ସାଉଦି ଆରବ ରାଜ ପରିବାରକୁ କରୋନା କବଳିତ କରିଛି। ରିୟାଦର ଗଭର୍ଣର ତଥା ଯୁବରାଜଙ୍କ ସମେତ ପ୍ରାୟ ୧୫୦ ଜଣ ରାଜପରିବାର ସଦସ୍ୟ କୋଭିଡ୍-୧୯ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ଏମାନଙ୍କୁ କିଙ୍ଗ ଫାଇଜଲ ସ୍ପେସାଲିଷ୍ଟ ହସ୍ପିଟାଲରେ ଚିକିତ୍ସା କରାଯାଉଛି।…

ଆଇସୋଲେସନ୍‌ ଓ୍ବାର୍ଡରେ ପୁଅଜନ୍ମ ଦେଲେ…

ଦୁବାଇ: ସାଉଦି ଆରବରେ ଜଣେ କରୋନା ଆକ୍ରାନ୍ତ ମହିଳା ମା' ହୋଇଛନ୍ତି। ଗୁରୁବାର ଦିନ ମଦିନାର ଏକ ଡାକ୍ତରଖାନାରେ ସେ ପୁତ୍ରସନ୍ତାନଟିଏ ଜନ୍ମ ଦେଇଛନ୍ତି। ମହିଳା ଜଣକ ଘର ଆଫଗାନିସ୍ଥାନରେ। ମାର୍ଚ୍ଚ ୩୦ ତାରିଖରେ ସେ ମଦିନା ଆସିଥିଲେ। ଗର୍ଭବତୀ ମହିଳା ଜଣକ ଶିଶୁ ଜନ୍ମ ଦେବା ଲାଗି ସ୍ଥାନୀୟ ଉହୁଦ…

ଆଜିଠୁ ୨ଦିନିଆ ସାଉଦି ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ଆଜି ଦୁଇ ଦିନିଆ ସାଉଦୀ ଆରବ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶକ୍ତି ଏବଂ ଅର୍ଥନୀତି ଭଳି ପ୍ରମୁଖ କ୍ଷେତ୍ରରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନିବିଡ଼ କରିବା ଲକ୍ଷ୍ୟ ଏହି ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହିତ ସାଉଦୀ ରାଜା ସଲମନ୍‌ ବିନ୍‌…